ରାଜଗାଙ୍ଗପୁର: ବନ୍ଧୁକରୁ ଗୁଳି ଫୁଟି ଯୁବକ ଆହତ, ଗୋଟିଏ ପିସ୍ତଲ ସହ ୩ ଗୁଳି ଜବତ

ରାଉରକେଲା: ରାଜଗାଙ୍ଗପୁର ବାଇପାସ ନିକଟରେ ଗତକାଲି ଗୁଳିମାଡ ଘଟଣା ନୂଆ ମୋଡ ନେଇଛି । ଆହତ ଯୁବକ ଜଣଙ୍କ ଜଣେ ଚୋରା ବନ୍ଧୁକ ବ୍ୟବସାୟୀ ବୋଲି ପୋଲିସ କହିଛି । ସେ ପକେଟରେ ରଖିଥିବା ବନ୍ଧୁକରୁ ଗୁଳି ଫୁଟଇ ଆହତ ହୋଇଥିଲେ । ପୋଲିସକୁ ବିଭ୍ରାନ୍ତ କରିବାକୁ ତାଙ୍କୁ ଗୁଳିମାଡ କରାଯାଇଥିବା ଅଭିଯୋଗ କରିଥିଲେ । ପୋଲିସ ତାଙ୍କ ପାଖରୁ ଗୋଟିଏ ପିସ୍ତଲ ସହ ୩ଟି ଗୁଳି ଜବତ କରିଛି । ବିନା ଲାଇସେନ୍ସରେ ସେ କାହିଁକି ବନ୍ଧୁକ […]

rourkela

rourkela

Rakesh Mallick
  • Published: Thursday, 22 October 2015
  • Updated: 22 October 2015, 10:36 AM IST

Sports

Latest News

rourkelaରାଉରକେଲା: ରାଜଗାଙ୍ଗପୁର ବାଇପାସ ନିକଟରେ ଗତକାଲି ଗୁଳିମାଡ ଘଟଣା ନୂଆ ମୋଡ ନେଇଛି । ଆହତ ଯୁବକ ଜଣଙ୍କ ଜଣେ ଚୋରା ବନ୍ଧୁକ ବ୍ୟବସାୟୀ ବୋଲି ପୋଲିସ କହିଛି । ସେ ପକେଟରେ ରଖିଥିବା ବନ୍ଧୁକରୁ ଗୁଳି ଫୁଟଇ ଆହତ ହୋଇଥିଲେ । ପୋଲିସକୁ ବିଭ୍ରାନ୍ତ କରିବାକୁ ତାଙ୍କୁ ଗୁଳିମାଡ କରାଯାଇଥିବା ଅଭିଯୋଗ କରିଥିଲେ । ପୋଲିସ ତାଙ୍କ ପାଖରୁ ଗୋଟିଏ ପିସ୍ତଲ ସହ ୩ଟି ଗୁଳି ଜବତ କରିଛି । ବିନା ଲାଇସେନ୍ସରେ ସେ କାହିଁକି ବନ୍ଧୁକ ନେଇ ଯାଉଥିଲେ ତାହାର ତଦନ୍ତ ପୋଲିସ ଚଳାଇଛି ।

ପୋଲିସ ସୂତ୍ରରୁ ଜଣାପଡିଛି, ଗତକାଲି ଗୁଳିକାଣ୍ଡ ଘଟଣାରେ ଆହତ ଯୁବକ ଜଣଙ୍କ ହେଲେ ଆଶୁତୋଷ ଝା । ସେ ରାଉରକେଲା ଡିଲକ୍ସ ହୋଟେଲ ଲେନରେ ଥିବା ଏକ ଶିବ ମନ୍ଦିର ପୂଜକଙ୍କ ପୁଅ। ପକେଟରେ ବନ୍ଧୁକ ରଖି ବାଇକରେ ସୁନ୍ଦରଗଡ ଯାଉଥିବାବେଳେ ଆପେ ଆପେ ଗୁଳି ଫୁଟି ଯାଇଥିବା ପଚରାଉଚରା ସମୟରେ ଆଶୁତୋଷ ସ୍ୱୀକାର କରିଥିବା ପୋଲିସ କହିଛି । ଏବେ ଗୁରୁତର ଅବସ୍ଥାରେ ଆଇଜିଏଚରେ ଆଶୁତୋଷ ଚିକିତ୍ସିତ ହେଉଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story