ରମେଶ ଜେନାଙ୍କ ନାଁରେ ପୁଣି ଏକ ଜମି ହଡ଼ପ ମାମଲା

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନାରେ ପୂର୍ବତନ ବିଧାୟକ ରମେଶ ଜେନାଙ୍କ ନଁରେ ଆଉ ଏକ ମାମଲା ରୁଜୁ ହୋଇଛି। ନିମଖଣ୍ଡି ଅଞ୍ଚଳର ବି. ସୀମାଦ୍ରି ପାତ୍ରଙ୍କ ଠାରୁ ୭୦୮ ଡିସିମିଲ ଜମି ଧମକ ଚମକ ଦେଇ ଜୋରଜବରଦସ୍ତ ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ୭୭/୧୬ରେ ଏକ ମାମଲା ରୁଜୁ କରାଯାଇଛି। ଏଥିସହ ରମେଶଙ୍କ ବାପା ଅରକ୍ଷିତ ଜେନା, କର୍ପୋରେଟର ମୂରଲୀ ମୋହନ ଓ ବିଲଡର କିରଣ ପଣ୍ଡାଙ୍କ ନାଁରେ ମାମଲା ରୁଜୁ […]

ramesh jena

Rakesh Mallick
  • Published: Thursday, 05 May 2016
  • , Updated: 05 May 2016, 05:36 PM IST

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନାରେ ପୂର୍ବତନ ବିଧାୟକ ରମେଶ ଜେନାଙ୍କ ନଁରେ ଆଉ ଏକ ମାମଲା ରୁଜୁ ହୋଇଛି। ନିମଖଣ୍ଡି ଅଞ୍ଚଳର ବି. ସୀମାଦ୍ରି ପାତ୍ରଙ୍କ ଠାରୁ ୭୦୮ ଡିସିମିଲ ଜମି ଧମକ ଚମକ ଦେଇ ଜୋରଜବରଦସ୍ତ ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ୭୭/୧୬ରେ ଏକ ମାମଲା ରୁଜୁ କରାଯାଇଛି।

ଏଥିସହ ରମେଶଙ୍କ ବାପା ଅରକ୍ଷିତ ଜେନା, କର୍ପୋରେଟର ମୂରଲୀ ମୋହନ ଓ ବିଲଡର କିରଣ ପଣ୍ଡାଙ୍କ ନାଁରେ ମାମଲା ରୁଜୁ ହୋଇଛି।

Related story