ରମେଶ ଜେନାଙ୍କ ସମେତ ୩ ଜଣ ପୁରୁଷୋତ୍ତମପୁର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର

ବ୍ରହ୍ମପୁର: ପୁରୁଷୋତ୍ତମପୁର ଥାନାର ଏକ ମାମଲାରେ ରମେଶ ଜେନା, ମୂରଲୀମୋହନ ଓ କିରଣ ପଣ୍ଡାଙ୍କୁ ପୁରୁଷୋତ୍ତମପୁର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। ପୁରୁଷୋତ୍ତମପୁର ଅଞ୍ଚଳ ବାଲିଘାଟରୁ ବାଲି ଚାଲାଣ ବେଳେ ବ୍ୟବସାୟୀଙ୍କଠାରୁ ଦାଦାବଟି ଆଦାୟ ନେଇ ଥାନାରେ ଅଭିଯୋଗ ହୋଇଥିଲା। ରମେଶ ଓ ଅନ୍ୟମାନଙ୍କୁ କୋର୍ଟରେ ହାଜର କରାଯିବାକୁ କଡା ସୁରକ୍ଷା ମଧ୍ୟରେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ନିଆଯାଇଥିଲା।

Ramesh

Rakesh Mallick
  • Published: Wednesday, 11 May 2016
  • , Updated: 11 May 2016, 12:33 PM IST

Related story