ରମେଶ ଲିଙ୍କ୍: ସନ୍ତୋଷକୁ ରିମାଣ୍ଡରେ ନେବାକୁ ବ୍ରହ୍ମପୁର ପୋଲିସର ଆବେଦନ

ବ୍ରହ୍ମପୁର: ପୂର୍ବତନ ବିଧାୟକ ରମେଶ ଜେନା ଗିରଫ ମାମଲାରେ ସହଯୋଗୀ ସନ୍ତୋଷ ବେହେରାଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ବ୍ରହ୍ମପୁର ପୋଲିସ୍ ଆବେଦନ କରିଛି।  ତା’ସହ ଆଉ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍। ଏହାସହ ଗୁଟୁଖା ବ୍ୟବସାୟୀ ଭେଙ୍କଟ ପାତ୍ର ଓ ବିଲ୍‌ଡର ସନାତନ ଜେନାଙ୍କୁ ଜେରା କରାଯାଉଛି। ରମେଶଙ୍କ ସମେତ ୪ ଜଣଙ୍କ ନାଁରେ ମଦ ବ୍ୟବସାୟୀଙ୍କଠାରୁ ଟଙ୍କା ଆଦାୟ ଅଭିଯୋଗରେ ଗତକାଲି ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା।

ramesh jena

Rakesh Mallick
  • Published: Thursday, 17 March 2016
  • , Updated: 17 March 2016, 10:10 AM IST

Related story