ରମେଶ ଜେନାଙ୍କ ନାଁରେ ଆଉ ଏକ ମାମଲା

ବ୍ରହ୍ମପୁର: କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ନାଁରେ ଆଉ ମାମଲା ରୁଜୁ କରାଯାଇଛି। ଟେଣ୍ଡର ଫିକ୍ସିଂ ଅଭିଯୋଗରେ ଆସ୍କା ଥାନାରେ ଏହି ମାମଲା ରୁଜୁ ହୋଇଛି। ଗତ ଫେବୃୟାରୀ ୨୪ ତାରିଖରେ ଥାନାରେ ହୋଇଥିବା ଏକ ମାମଲାରେ ଆସ୍କା ପୋଲିସ୍‌ ରମେଶ ନାଁ ଯୋଡ଼ିଛି । ଏଥିସହିତ ରମେଶଙ୍କୁ ରିମାଣ୍ଡରେ ନେବା ପାଇଁ ଜେଏମ୍ଏଫ୍‌ସି କୋର୍ଟରେ ଆବେଦନ କରିଛି। ଅନ୍ୟପକ୍ଷରେ ରିମାଣ୍ଡରେ ଥିବା ରମେଶଙ୍କ ବାପା ଅରକ୍ଷିତ ଜେନା ଓ କର୍ପୋରେଟର ମୂରଲୀ ମୋହନଙ୍କୁ ଦ୍ୱିତୀୟ ଦିନ […]

ramesh

Rakesh Mallick
  • Published: Monday, 21 March 2016
  • , Updated: 21 March 2016, 04:24 PM IST

ବ୍ରହ୍ମପୁର: କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ନାଁରେ ଆଉ ମାମଲା ରୁଜୁ କରାଯାଇଛି। ଟେଣ୍ଡର ଫିକ୍ସିଂ ଅଭିଯୋଗରେ ଆସ୍କା ଥାନାରେ ଏହି ମାମଲା ରୁଜୁ ହୋଇଛି। ଗତ ଫେବୃୟାରୀ ୨୪ ତାରିଖରେ ଥାନାରେ ହୋଇଥିବା ଏକ ମାମଲାରେ ଆସ୍କା ପୋଲିସ୍‌ ରମେଶ ନାଁ ଯୋଡ଼ିଛି । ଏଥିସହିତ ରମେଶଙ୍କୁ ରିମାଣ୍ଡରେ ନେବା ପାଇଁ ଜେଏମ୍ଏଫ୍‌ସି କୋର୍ଟରେ ଆବେଦନ କରିଛି।

ଅନ୍ୟପକ୍ଷରେ ରିମାଣ୍ଡରେ ଥିବା ରମେଶଙ୍କ ବାପା ଅରକ୍ଷିତ ଜେନା ଓ କର୍ପୋରେଟର ମୂରଲୀ ମୋହନଙ୍କୁ ଦ୍ୱିତୀୟ ଦିନ ପାଇଁ ପୋଲିସ୍‌ ଜେରା କରୁଛି।ସେହିପରି ଆମର୍ସ ଲିଙ୍କ୍‌ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ରିମାଣ୍ଡରେ ଥିବା ସନ୍ତୋଷ ବେହେରାକୁ ତୃତୀୟ ଦିନ ପାଇଁ ପୋଲିସ୍ ଜେରା କରୁଛି।

Related story