ରମେଶ ଜେନାଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚର ଆବେଦନ

ବ୍ରହ୍ମପୁର: ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଛି। ମଉଳାବ୍ରାଞ୍ଚ ସରପଞ୍ଚ ଶ୍ରୀନିବାସ ରଥ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେବାକୁ ବ୍ରହ୍ମପୁର ଜେଏମ୍‌ଏଫସି କୋର୍ଟରେ ଆବେଦନ କରିଛି। ୨୦୧୨ରେ ଶ୍ରୀନିବାସଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ରମେଶ ଜେନା ଅନ୍ୟତମ ଅଭିଯୁକ୍ତ ବୋଲି କୁହାଯାଉଛି। ବ୍ରହ୍ମପୁର ଏସ୍‌ପି ଭାବେ କାର୍ଯ୍ୟରେ ଯୋଗଦେବା ପରେ ଆଶିଷ ସିଂ କହିଛନ୍ତି, “ରମେଶ ଜେନାଙ୍କ […]

ramesh

Rakesh Mallick
  • Published: Tuesday, 22 March 2016
  • , Updated: 22 March 2016, 03:54 PM IST

ବ୍ରହ୍ମପୁର: ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଛି। ମଉଳାବ୍ରାଞ୍ଚ ସରପଞ୍ଚ ଶ୍ରୀନିବାସ ରଥ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେବାକୁ ବ୍ରହ୍ମପୁର ଜେଏମ୍‌ଏଫସି କୋର୍ଟରେ ଆବେଦନ କରିଛି।

୨୦୧୨ରେ ଶ୍ରୀନିବାସଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ରମେଶ ଜେନା ଅନ୍ୟତମ ଅଭିଯୁକ୍ତ ବୋଲି କୁହାଯାଉଛି। ବ୍ରହ୍ମପୁର ଏସ୍‌ପି ଭାବେ କାର୍ଯ୍ୟରେ ଯୋଗଦେବା ପରେ ଆଶିଷ ସିଂ କହିଛନ୍ତି, “ରମେଶ ଜେନାଙ୍କ ବିରୋଧରେ ଥିବା ସମସ୍ତ ଅପରାଧିକ ମାମଲାର କଡ଼ାକଡି ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।”

Related story