ରାଉରକେଲା: ୨ ବାଇକ୍‌ ଚୋର ଗିରଫ, ୫ ବାଇକ୍‌ ଜବତ

ରାଉରକେଲା: ଗତକାଲି ବନ୍ଧମୁଣ୍ଡା ପୋଲିସ୍‌ ରାଉରକେଲାରୁ ଏକ ବାଇକ୍‌ ଚୋର ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରିଛି।  ସେମାନେ ହେଲେ  କିଶୋର ମିଞ୍ଜ ଓ ବିନୋଦ ଲାକ୍ରା। ସେମାନଙ୍କଠାରୁ ୫ଟି ମୋଟର ସାଇକେଲ୍‌ ଜବତ କରାଯାଇଛି। ଏହି ଗ୍ୟାଙ୍ଗର ସଦସ୍ୟମାନେ ବିଭିନ୍ନ ଅଞ୍ଚଳରୁ ବାଇକ୍‌ ଚୋରି କରିବା ପରେ  ରାଜ୍ୟ ବାହାରେ ବିକ୍ରି କରିଥାଆନ୍ତି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ପୋଲିସ୍‌ ଛାନ୍‌ଭିନ୍‌ ଜାରି ରଖିଛି।

giraf

Rakesh Mallick
  • Published: Monday, 22 August 2016
  • , Updated: 22 August 2016, 08:45 AM IST

ରାଉରକେଲା: ଗତକାଲି ବନ୍ଧମୁଣ୍ଡା ପୋଲିସ୍‌ ରାଉରକେଲାରୁ ଏକ ବାଇକ୍‌ ଚୋର ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରିଛି।  ସେମାନେ ହେଲେ  କିଶୋର ମିଞ୍ଜ ଓ ବିନୋଦ ଲାକ୍ରା। ସେମାନଙ୍କଠାରୁ ୫ଟି ମୋଟର ସାଇକେଲ୍‌ ଜବତ କରାଯାଇଛି।

ଏହି ଗ୍ୟାଙ୍ଗର ସଦସ୍ୟମାନେ ବିଭିନ୍ନ ଅଞ୍ଚଳରୁ ବାଇକ୍‌ ଚୋରି କରିବା ପରେ  ରାଜ୍ୟ ବାହାରେ ବିକ୍ରି କରିଥାଆନ୍ତି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ପୋଲିସ୍‌ ଛାନ୍‌ଭିନ୍‌ ଜାରି ରଖିଛି।

Related story