ରାଉରକେଲାରେ ସେକ୍ସ ରାକେଟ୍‌ ଠାବ; ଜଣେ ଦେହଜୀବୀ ଉଦ୍ଧାର, ୪ ଦଲାଲ୍ ଗିରଫ

ରାଉରକେଲା: ରାଉରକେଲା ବସ୍‌ଷ୍ଟାଣ୍ଡ୍‌ ଅଞ୍ଚଳରୁ ଜଣେ ଦେହଜୀବୀଙ୍କୁ ପ୍ଲାଣ୍ଟ୍‌ ସାଇଟ୍‌ ପୋଲିସ୍ ଉଦ୍ଧାର କରିଛି। ଏହସହିତ ଉଦ୍ଧାର ଯୁବତୀଙ୍କୁ ଅନୈତିକ କାର୍ଯ୍ୟରେ ଲଗାଇଥିବା ମହିଳା ଦଲାଲ୍‌ଙ୍କ ସହ ୩ ଜଣ ପୁରୁଷ ଦଲାଲ୍‌କୁ ପୋଲିସ୍ ଗିରଫ କରିଛି। ଏମାନେ କୋଲ୍‌କାତାରୁ ଯୁବତୀଙ୍କୁ ଆଣି ରାଉରକେଲା, ଝାରସୁଗୁଡ଼ା ଓ ଚମଡ଼ା ଆଦି ଅଞ୍ଚଳରେ ଅନୈତିକ କାର୍ଯ୍ୟରେ ଲଗାଇଥିବା ପୋଲିସ୍ ସୂଚନା ଦେଇଛି। ଏହି ଦଳର ଅନ୍ୟ ସଦସ୍ୟଙ୍କୁ ଧରିବାକୁ ପୋଲିସ୍ ଉଦ୍ୟମ କରୁଛି।

police

Rakesh Mallick
  • Published: Tuesday, 28 June 2016
  • , Updated: 28 June 2016, 11:28 AM IST

ରାଉରକେଲା: ରାଉରକେଲା ବସ୍‌ଷ୍ଟାଣ୍ଡ୍‌ ଅଞ୍ଚଳରୁ ଜଣେ ଦେହଜୀବୀଙ୍କୁ ପ୍ଲାଣ୍ଟ୍‌ ସାଇଟ୍‌ ପୋଲିସ୍ ଉଦ୍ଧାର କରିଛି। ଏହସହିତ ଉଦ୍ଧାର ଯୁବତୀଙ୍କୁ ଅନୈତିକ କାର୍ଯ୍ୟରେ ଲଗାଇଥିବା ମହିଳା ଦଲାଲ୍‌ଙ୍କ ସହ ୩ ଜଣ ପୁରୁଷ ଦଲାଲ୍‌କୁ ପୋଲିସ୍ ଗିରଫ କରିଛି। ଏମାନେ କୋଲ୍‌କାତାରୁ ଯୁବତୀଙ୍କୁ ଆଣି ରାଉରକେଲା, ଝାରସୁଗୁଡ଼ା ଓ ଚମଡ଼ା ଆଦି ଅଞ୍ଚଳରେ ଅନୈତିକ କାର୍ଯ୍ୟରେ ଲଗାଇଥିବା ପୋଲିସ୍ ସୂଚନା ଦେଇଛି।

ଏହି ଦଳର ଅନ୍ୟ ସଦସ୍ୟଙ୍କୁ ଧରିବାକୁ ପୋଲିସ୍ ଉଦ୍ୟମ କରୁଛି।

Related story