ରାୟଗଡ଼ା:୧୧ ଡକାୟତ ଗିରଫ, ୧୧ ଲକ୍ଷ ଜବତ

ରାୟଜଡା ପୋଲିସ ଆଜି ଏକ ୧୧ଜଣିଆ ଅନ୍ତଃରାଜ୍ୟ ଡକାୟତ ଦଳକୁ ଗିରଫ କରିଛି। ଗତକାଲି ରାତିରେ କୌଣସି ସୁତ୍ରରୁ ପୋଲିସ ଖବର ପାଇଥିଲା ଯେ, ଏକ ଡକାୟତ ଦଳ ରାୟଗଡ଼ା ନିକଟସ୍ଥ ହଲୁଆ ଗାଁରେ ଅଛନ୍ତି। ଏହି ଖବର ଆଧାରରେ ପୋଲିସ ଚଢ଼ାଉ କରି ସେମାନଙ୍କୁ ଧରିଥିଲା। ସେମାନଙ୍କଠାରୁ ୧୧ ଲକ୍ଷ ଟଙ୍କା, ଗୋଟିଏ କାର, ୩ଟି ବାଇକ୍ ଓ ହାତ ବୋମା ସମେତ ଅନ୍ୟାନ୍ୟ ଡକୟତି ଉପକରଣ ଜବତ କରାଯାଇଛି। ଗିରଫ ଡକାୟତଙ୍କ ମଧ୍ୟରେ କିଛି […]

RAYAGADA1

RAYAGADA1

Rakesh Mallick
  • Published: Thursday, 31 December 2015
  • Updated: 01 January 2016, 12:47 PM IST

Sports

Latest News

ରାୟଜଡା ପୋଲିସ ଆଜି ଏକ ୧୧ଜଣିଆ ଅନ୍ତଃରାଜ୍ୟ ଡକାୟତ ଦଳକୁ ଗିରଫ କରିଛି। ଗତକାଲି ରାତିରେ କୌଣସି ସୁତ୍ରରୁ ପୋଲିସ ଖବର ପାଇଥିଲା ଯେ, ଏକ ଡକାୟତ ଦଳ ରାୟଗଡ଼ା ନିକଟସ୍ଥ ହଲୁଆ ଗାଁରେ ଅଛନ୍ତି। ଏହି ଖବର ଆଧାରରେ ପୋଲିସ ଚଢ଼ାଉ କରି ସେମାନଙ୍କୁ ଧରିଥିଲା। ସେମାନଙ୍କଠାରୁ ୧୧ ଲକ୍ଷ ଟଙ୍କା, ଗୋଟିଏ କାର, ୩ଟି ବାଇକ୍ ଓ ହାତ ବୋମା ସମେତ ଅନ୍ୟାନ୍ୟ ଡକୟତି ଉପକରଣ ଜବତ କରାଯାଇଛି। ଗିରଫ ଡକାୟତଙ୍କ ମଧ୍ୟରେ କିଛି ଜଣ ରାୟଗଡ଼ା ଓ କୋରାପୁଟର ହୋଇଥିବା ବେଳେ ଆଉ କିଛି ଆନ୍ଧ୍ର ପ୍ରଦେଶର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story