ରାୟଗଡ଼ା: ନିଳାଦ୍ରୀ ସାମନ୍ତରାୟ ଅପହରଣ ଘଟଣାରେ ୫ ଗିରଫ

ରାୟଗଡ଼ା: ନକ୍ସଲ ପରିଚୟ ଦେଇ ଠିକାଦାରଙ୍କ ପିତା ନିଳାଦ୍ରୀ ସାମନ୍ତରାୟଙ୍କୁ ଅପହରଣ ଘଟଣାରେ ପୋଲିସ୍ ଆଜି ୫ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୋଲିସ୍ ୩ଟି ଦେଶୀ ବନ୍ଧୁକ, ଗୋଟିଏ ମାରୁତି କାର୍ ଓ ବାଇକ୍‌ ସମେତ ବହୁ ମାରଣାସ୍ତ୍ର ଜବତ କରିଛି। ଗତ ୧୨ ତାରିଖରେ ରାୟଗଡ଼ା ନିକଟସ୍ଥ ମାଳିପଡ଼ା ଫାର୍ମ ହାଉସ୍‌ରୁ ନିଳାଦ୍ରୀଙ୍କୁ ଅପହରଣ କରି ଅପହରଣକାରୀମାନେ ୫ କୋଟି ଟଙ୍କା ଦାବି କରିଥିଲେ। ସେହିପରି ଅନ୍ୟାନ୍ୟ ଡକାୟତି ମାମଲାରେ ୪ ଜଣଙ୍କୁ ପୋଲିସ୍ ଗିରଫ […]

giraf

Rakesh Mallick
  • Published: Thursday, 26 May 2016
  • , Updated: 26 May 2016, 09:15 AM IST

ରାୟଗଡ଼ା: ନକ୍ସଲ ପରିଚୟ ଦେଇ ଠିକାଦାରଙ୍କ ପିତା ନିଳାଦ୍ରୀ ସାମନ୍ତରାୟଙ୍କୁ ଅପହରଣ ଘଟଣାରେ ପୋଲିସ୍ ଆଜି ୫ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୋଲିସ୍ ୩ଟି ଦେଶୀ ବନ୍ଧୁକ, ଗୋଟିଏ ମାରୁତି କାର୍ ଓ ବାଇକ୍‌ ସମେତ ବହୁ ମାରଣାସ୍ତ୍ର ଜବତ କରିଛି।

ଗତ ୧୨ ତାରିଖରେ ରାୟଗଡ଼ା ନିକଟସ୍ଥ ମାଳିପଡ଼ା ଫାର୍ମ ହାଉସ୍‌ରୁ ନିଳାଦ୍ରୀଙ୍କୁ ଅପହରଣ କରି ଅପହରଣକାରୀମାନେ ୫ କୋଟି ଟଙ୍କା ଦାବି କରିଥିଲେ।

ସେହିପରି ଅନ୍ୟାନ୍ୟ ଡକାୟତି ମାମଲାରେ ୪ ଜଣଙ୍କୁ ପୋଲିସ୍ ଗିରଫ କରିଥିବା ରାୟଗଡ଼ା ଏସ୍‌ପି କହିଛନ୍ତି।

Related story