୫୦୦୦ ଟଙ୍କା ଲାଞ୍ଚ ନେଇ ଆର୍‌ଆଇ ଗିରଫ

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ସାନ୍ଦପଶି ଗାଁର ପ୍ରଦୀପ କୁମାର ବିଶ୍ୱାଳ ତାଙ୍କ ମା’ଙ୍କ ନାଁରେ ଆଇନତଃ ଉତ୍ତରାଧିକାରୀ ପ୍ରମାଣପତ୍ର (ଲିଗାଲ୍ ହେୟର ସାର୍ଟିଫିକେଟ୍) ରିପୋର୍ଟ ଦାଖଲ କରିବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି କଟକ ଡିଭିଜନର ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି ସଡ଼ଙ୍ଗୀ ସର୍କଲର ଆର୍‌ଆଇ ପ୍ରଭାତୀ ସ୍ୱାଇଁ। ମା’ଙ୍କ ନାଁରେ ଆଇନତଃ ଉତ୍ତରାଧିକାରୀ ପ୍ରମାଣପତ୍ର କରିବା ପାଇଁ ପ୍ରଦୀପ ଗଁଦିଆ ତହସିଲଦାରଙ୍କ ନିକଟରେ ଆବେଦନ କରିଥିଲେ। ଏ […]

ri

ri

Rakesh Mallick
  • Published: Wednesday, 28 September 2016
  • Updated: 28 September 2016, 09:36 PM IST

Sports

Latest News

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ସାନ୍ଦପଶି ଗାଁର ପ୍ରଦୀପ କୁମାର ବିଶ୍ୱାଳ ତାଙ୍କ ମା’ଙ୍କ ନାଁରେ ଆଇନତଃ ଉତ୍ତରାଧିକାରୀ ପ୍ରମାଣପତ୍ର (ଲିଗାଲ୍ ହେୟର ସାର୍ଟିଫିକେଟ୍) ରିପୋର୍ଟ ଦାଖଲ କରିବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି କଟକ ଡିଭିଜନର ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି ସଡ଼ଙ୍ଗୀ ସର୍କଲର ଆର୍‌ଆଇ ପ୍ରଭାତୀ ସ୍ୱାଇଁ।

ମା’ଙ୍କ ନାଁରେ ଆଇନତଃ ଉତ୍ତରାଧିକାରୀ ପ୍ରମାଣପତ୍ର କରିବା ପାଇଁ ପ୍ରଦୀପ ଗଁଦିଆ ତହସିଲଦାରଙ୍କ ନିକଟରେ ଆବେଦନ କରିଥିଲେ। ଏ ସଂପର୍କରେ ତଦନ୍ତ କରି ଏକ ରିପୋର୍ଟ ଦେବାକୁ ତହସିଲଦାର ସଡ଼ଙ୍ଗୀ ଆର୍‌ଆଇ ପ୍ରଭାତୀ ସ୍ୱାଇଁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପ୍ରଦୀପ ବହୁ ଅନୁରୋଧ କରିବା ସତ୍ତ୍ୱେ ସେ ତଦନ୍ତ ରିପୋର୍ଟ ତହସିଲଦାରଙ୍କୁ ଦେଇ ନ ଥିଲେ ଓ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଦୀପ ଅନ୍ୟ କୌଣସି ଉପାୟ ନ ପାଇଁ ଶେଷରେ ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ।

ଯୋଜନା ମୁତାବକ ଆର୍‌ଆଇ ପ୍ରଭାତୀ ସ୍ୱାଇଁ ଆଜି ଗଁଦିଆ ତହସିଲ୍ ଅଫିସରେ ୫୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story