ଆର୍ଥିକ ଅନିୟମିତତା ଅଭିଯୋଗରେ ଆର୍ଏମ୍ଆର୍ସି ଆକାଉଣ୍ଟାଣ୍ଟ୍ ଗିରଫ
କଟକ: ଆର୍ଥିକ ଅନିୟମିତତା ଅଭିଯୋଗରେ ଆର୍ଏମ୍ଆର୍ସି ଆକାଉଣ୍ଟାଣ୍ଟକୁ କ୍ରାଇମବ୍ରାଞ୍ଚର ଇଓଡବ୍ୟୁ ମଙ୍ଗଳବାର ଗିରଫ କରିଛି। ଗିରଫ ଆକାଉଣ୍ଟାଣ୍ଟ୍ ହେଲେ ଦିଲୀପ ମହାନ୍ତି। ଦିଲୀପଙ୍କ ବିରୋଧରେ ୧ କୋଟି ୨୨ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅନ୍ୟ ଅଫିସରଙ୍କ ସଂପୃକ୍ତି ନେଇ କ୍ରାଇମବ୍ରାଞ୍ଚର ଇଓଡବ୍ୟୁ ଖୋଳତାଡ଼ କରୁଛି।