ରୋଜଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥାର ୩୩୨ କୋଟି ଟଙ୍କାର ସମ୍ପତି ବାଜ୍ୟାପ୍ତି ପାଇଁ ଇଡିର ଆବେଦନ

ଖୋର୍ଦ୍ଧା: ରୋଜଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥାର ୩୩୨ କୋଟି ଟଙ୍କାର ସମ୍ପତି ବାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲ୍ଲା ସେସନ୍ସ କୋର୍ଟରେ ଏ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଆବେଦନ କରାଯାଇଛି। ଓଡ଼ିଶାରେ ସଂଗୃହିତ ଏହି ଟଙ୍କାକୁ ପ୍ରାୟ ୪୦୦ ଆକାଉଣ୍ଟରେ ଡିପୋଜିଟ୍‌ କରାଯାଇଥିଲା। ରୋଜଭ୍ୟାଲି ମାମଲାରେ ସମ୍ପତି ବାଜ୍ୟାପ୍ତି ଲାଗି ଇଡିର ଏହା ପ୍ରଥମ ଆବେଦନ। ଏ ସବୁ ଆକାଉଣ୍ଟ ସଂସ୍ଥାର ମୁଖ୍ୟ ଗୌତମ କୁଣ୍ଡୁ ଓ ଏହାର ବିଭିନ୍ନ କମ୍ପାନୀ ନାଁରେ […]

rosevalley

Rakesh Mallick
  • Published: Tuesday, 22 March 2016
  • , Updated: 22 March 2016, 04:28 PM IST

ଖୋର୍ଦ୍ଧା: ରୋଜଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥାର ୩୩୨ କୋଟି ଟଙ୍କାର ସମ୍ପତି ବାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲ୍ଲା ସେସନ୍ସ କୋର୍ଟରେ ଏ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଆବେଦନ କରାଯାଇଛି। ଓଡ଼ିଶାରେ ସଂଗୃହିତ ଏହି ଟଙ୍କାକୁ ପ୍ରାୟ ୪୦୦ ଆକାଉଣ୍ଟରେ ଡିପୋଜିଟ୍‌ କରାଯାଇଥିଲା। ରୋଜଭ୍ୟାଲି ମାମଲାରେ ସମ୍ପତି ବାଜ୍ୟାପ୍ତି ଲାଗି ଇଡିର ଏହା ପ୍ରଥମ ଆବେଦନ। ଏ ସବୁ ଆକାଉଣ୍ଟ ସଂସ୍ଥାର ମୁଖ୍ୟ ଗୌତମ କୁଣ୍ଡୁ ଓ ଏହାର ବିଭିନ୍ନ କମ୍ପାନୀ ନାଁରେ ରହିଛି।

Related story