ରାଉରକେଲା: ପରକୀୟା ପ୍ରୀତିରୁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ରାଉରକେଲା: ପରକୀୟା ପ୍ରୀତିରୁ ସ୍ୱାମୀକୁ ଲୁହା ରଡ୍ରେ ପିଟିପିଟି ହତ୍ୟା କରିଛି ସ୍ତ୍ରୀ। ରାଉରକେଲା ଗଙ୍ଗାଧରପାଲିରେ ଏହି ଘଟଣା ଘଟିଛି। ମୃତକ ଜଣକ ହେଲେ ପ୍ରଭାତ ସାହୁ। ଶନିବାର ରାତିରେ ପ୍ରଭାତ ଜଣେ ଝିଅକୁ ନେଇ ଘରକୁ ଆସିଥିଲେ। ଏହି ଘଟଣାକୁ ନେଇ ସ୍ତ୍ରୀ ଆଶା ଏବଂ ସ୍ୱାମୀ ପ୍ରଭାତଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ଉତ୍ତ୍ୟକ୍ତ ହୋଇ ଆଶା ଏକ ଲୁହା ରଡରେ ସ୍ୱାମୀକୁ  ପିଟିଥିଲା।ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର […]

r

r

Rakesh Mallick
  • Published: Sunday, 27 December 2015
  • Updated: 27 December 2015, 09:17 AM IST

ରାଉରକେଲା: ପରକୀୟା ପ୍ରୀତିରୁ ସ୍ୱାମୀକୁ ଲୁହା ରଡ୍ରେ ପିଟିପିଟି ହତ୍ୟା କରିଛି ସ୍ତ୍ରୀ। ରାଉରକେଲା ଗଙ୍ଗାଧରପାଲିରେ ଏହି ଘଟଣା ଘଟିଛି। ମୃତକ ଜଣକ ହେଲେ ପ୍ରଭାତ ସାହୁ। ଶନିବାର ରାତିରେ ପ୍ରଭାତ ଜଣେ ଝିଅକୁ ନେଇ ଘରକୁ ଆସିଥିଲେ। ଏହି ଘଟଣାକୁ ନେଇ ସ୍ତ୍ରୀ ଆଶା ଏବଂ ସ୍ୱାମୀ ପ୍ରଭାତଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ଉତ୍ତ୍ୟକ୍ତ ହୋଇ ଆଶା ଏକ ଲୁହା ରଡରେ ସ୍ୱାମୀକୁ  ପିଟିଥିଲା।ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ପ୍ରଭାତଙ୍କୁ ମୃତ ଘୋଷଣା କରିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ କରିଛି ଓ ଅଭିଯୁକ୍ତ ସ୍ତ୍ରୀ ଆଶା ସାହୁଙ୍କୁ  ଆଜି ଗିରଫ କରି କୋର୍ଟଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story