ରାଉରକେଲା: ଚାକିରି ଦେବା ନାଁରେ ୪୦ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ୫ ଗିରଫ

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସହ ଅନ୍ୟ ସରକାରୀ ସଂସ୍ଥାରେ ଚାକିରି କରାଇ ଦେବା ନାଁରେ ନିଯୁକ୍ତି ପତ୍ର ଦେଇ ୪୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପୋଲିସ୍‌ ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଉରକେଲା ମହାନଗର ନିଗମର ସାନିଟାରୀ ଇନ୍ସପେକ୍ଟର ପ୍ରକାଶ ପ୍ରଧାନ, ଓଏସଏପି କନଷ୍ଟେବଲ ସୁଶୀଲ ଡୁଙ୍ଗଡୁଙ୍ଗ, ରାଉରକେଲା ଷ୍ଟିଲପ୍ଲାଣ୍ଟର ଦୁଇ କର୍ମଚାରୀ ସୁନୀ ମିଞ୍ଜ ଏବଂ ଅମିତ ମିଞ୍ଜ ଓ ରାଉରକେଲା ମହାନଗର ନିଗମର ଚତୁର୍ଥ ଶ୍ରେଣୀ କର୍ମଚାରୀ ଅନୀଲ ମିଞ୍ଜ। […]

rorakela

Rakesh Mallick
  • Published: Monday, 04 July 2016
  • , Updated: 04 July 2016, 01:20 PM IST

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସହ ଅନ୍ୟ ସରକାରୀ ସଂସ୍ଥାରେ ଚାକିରି କରାଇ ଦେବା ନାଁରେ ନିଯୁକ୍ତି ପତ୍ର ଦେଇ ୪୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପୋଲିସ୍‌ ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଉରକେଲା ମହାନଗର ନିଗମର ସାନିଟାରୀ ଇନ୍ସପେକ୍ଟର ପ୍ରକାଶ ପ୍ରଧାନ, ଓଏସଏପି କନଷ୍ଟେବଲ ସୁଶୀଲ ଡୁଙ୍ଗଡୁଙ୍ଗ, ରାଉରକେଲା ଷ୍ଟିଲପ୍ଲାଣ୍ଟର ଦୁଇ କର୍ମଚାରୀ ସୁନୀ ମିଞ୍ଜ ଏବଂ ଅମିତ ମିଞ୍ଜ ଓ ରାଉରକେଲା ମହାନଗର ନିଗମର ଚତୁର୍ଥ ଶ୍ରେଣୀ କର୍ମଚାରୀ ଅନୀଲ ମିଞ୍ଜ।  ପୋଲିସ୍‌ ସେମାନଙ୍କଠାରୁ ୪ଟି ଦାମୀ ଗାଡ଼ି ଓ ୨ଟି ବାଇକ୍ ସହ ଏମାନଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ ଥିବା ପ୍ରାୟ ୩୦ଟି ଆକାଉଣ୍ଟକୁ  ମଧ୍ୟ ଜବତ କରିଛି।

Related story