ରାଉରକେଲା: ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ରାଉରକେଲା: ରାଉରକେଲା ବାଲିଯୋଡ଼ି ଗାଁର କ୍ରିଷ୍ଣା ବଡ଼ାଇକ ନାମକ ଜଣେ ଯୁବକଙ୍କର ପୋଲିସ ମାଡ଼ରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏ ନେଇ କ୍ରିଷ୍ଣାଙ୍କ ପରିବାର ଲୋକେ ରଘୁନାଥପାଲି ଥାନାରେ ଏତଲା ଦେଇଛନ୍ତି। ମଙ୍ଗଳବାର ରାତିରେ ପୋଲିସ୍ ଏକ ମାମଲାର ଯାଞ୍ଚ କରିବାକୁ ଗାଁକୁ ଯାଇଥିଲା। ସେତେବେଳେ ପୋଲିସ କ୍ରିଷ୍ଣାଙ୍କୁ ନେଇଯାଇଥିଲା । ପରେ କ୍ରିଷ୍ଣାଙ୍କ ମୃତ୍ୟୁ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗରେ ଦର୍ଶାଇଛନ୍ତି।  ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି। ଘଟଣାର ତଦନ୍ତ କରାଯାଉଛି, ରିପୋର୍ଟ […]

rourkela

rourkela

Rakesh Mallick
  • Published: Thursday, 29 October 2015
  • Updated: 29 October 2015, 10:20 AM IST

Sports

Latest News

ରାଉରକେଲା: ରାଉରକେଲା ବାଲିଯୋଡ଼ି ଗାଁର କ୍ରିଷ୍ଣା ବଡ଼ାଇକ ନାମକ ଜଣେ ଯୁବକଙ୍କର ପୋଲିସ ମାଡ଼ରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏ ନେଇ କ୍ରିଷ୍ଣାଙ୍କ ପରିବାର ଲୋକେ ରଘୁନାଥପାଲି ଥାନାରେ ଏତଲା ଦେଇଛନ୍ତି। ମଙ୍ଗଳବାର ରାତିରେ ପୋଲିସ୍ ଏକ ମାମଲାର ଯାଞ୍ଚ କରିବାକୁ ଗାଁକୁ ଯାଇଥିଲା। ସେତେବେଳେ ପୋଲିସ କ୍ରିଷ୍ଣାଙ୍କୁ ନେଇଯାଇଥିଲା । ପରେ କ୍ରିଷ୍ଣାଙ୍କ ମୃତ୍ୟୁ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗରେ ଦର୍ଶାଇଛନ୍ତି।  ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି। ଘଟଣାର ତଦନ୍ତ କରାଯାଉଛି, ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ଜଣାପଡିବ ବୋଲି ଅତିରିକ୍ତ ଏସପି ସୁଭାଷ କୁମାର ଜମାଦାର କହିଛନ୍ତି । ଅନ୍ୟପକ୍ଷେ ଏହି ଘଟଣାର ପ୍ରତିବାଦ କରିବା ସହ ମୃତକଙ୍କ ପରିବରାକୁ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ସ୍ଥାନୀୟ ଲୋକେ ଜଳଦା ଫାଣ୍ଡି ଫେରାଉ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story