ସାଇପ୍ରସାଦ ଗ୍ରୁପ ସଂସ୍ଥା ନାଁରେ ଇଓଡବ୍ଲୁରେ ଅଭିଯୋଗ

ଭୁବନେଶ୍ୱର: ସାଇପ୍ରସାଦ ଗ୍ରୁପ ଚିଟଫଣ୍ଡ ସଂସ୍ଥା ନାଁରେ ଆଜି ଜମାକାରୀମାନେ  କ୍ରାଇମବ୍ରାଞ୍ଚ ଇଓଡବ୍ଲୁରେ ଅଭିଯୋଗ କରିଛନ୍ତି। ଏହି ସଂସ୍ଥା ଓଡ଼ିଶାରୁ ପ୍ରାୟ ୧୦୦ କୋଟି  ଟଙ୍କା ଠକିଥିବା  ଅଭିଯୋଗ ହୋଇଛି। ପୂର୍ବରୁ ସାଇ ପ୍ରସାଦ  ଗ୍ରୁପ ଅଫ୍‌ କମ୍ପାନୀର ସିଏମଡି ବାଲା ସାହେବ ଭାବକରଙ୍କ ସମେତ ୬ଜଣଙ୍କୁ ମୁମ୍ବାଇ ଇଓଡବ୍ଲୁ ଗିରଫ କରିଛି। କିନ୍ତୁ ଏନେଇ ପୂର୍ବରୁ ଓଡ଼ିଶା କ୍ରାଇମବ୍ରାଞ୍ଚ ଇଓଡବ୍ଲୁଙ୍କ ନିକଟରେ କୌଣସି ଅଭିଯୋଗ ହୋଇନଥିଲା। ଆଜି ଜମାକାରୀମାନେ ଇଓଡବ୍ଲୁ ସମେତ ସିବିଆଇରେ ମଧ୍ୟ ଅଭିଯୋଗ […]

crime-branch

Rakesh Mallick
  • Published: Saturday, 18 June 2016
  • , Updated: 18 June 2016, 08:24 PM IST

ଭୁବନେଶ୍ୱର: ସାଇପ୍ରସାଦ ଗ୍ରୁପ ଚିଟଫଣ୍ଡ ସଂସ୍ଥା ନାଁରେ ଆଜି ଜମାକାରୀମାନେ  କ୍ରାଇମବ୍ରାଞ୍ଚ ଇଓଡବ୍ଲୁରେ ଅଭିଯୋଗ କରିଛନ୍ତି। ଏହି ସଂସ୍ଥା ଓଡ଼ିଶାରୁ ପ୍ରାୟ ୧୦୦ କୋଟି  ଟଙ୍କା ଠକିଥିବା  ଅଭିଯୋଗ ହୋଇଛି।

ପୂର୍ବରୁ ସାଇ ପ୍ରସାଦ  ଗ୍ରୁପ ଅଫ୍‌ କମ୍ପାନୀର ସିଏମଡି ବାଲା ସାହେବ ଭାବକରଙ୍କ ସମେତ ୬ଜଣଙ୍କୁ ମୁମ୍ବାଇ ଇଓଡବ୍ଲୁ ଗିରଫ କରିଛି। କିନ୍ତୁ ଏନେଇ ପୂର୍ବରୁ ଓଡ଼ିଶା କ୍ରାଇମବ୍ରାଞ୍ଚ ଇଓଡବ୍ଲୁଙ୍କ ନିକଟରେ କୌଣସି ଅଭିଯୋଗ ହୋଇନଥିଲା। ଆଜି ଜମାକାରୀମାନେ ଇଓଡବ୍ଲୁ ସମେତ ସିବିଆଇରେ ମଧ୍ୟ ଅଭିଯୋଗ କରିଛନ୍ତି। ଏହି କମ୍ପାନୀ କିଛି ବଲିଉଡ୍ ଫିଲ୍ମ ତିଆରି  କରିଥିବା ଅଭିଯୋଗ କରିଛି।

Related story