ସାଲେପୁର ମ୍ୟୁଜିୟମ୍‌ରୁ ଚୋରି ଘଟଣାରେ ୪ ଗିରଫ

କଟକ: କଟକ ଜିଲ୍ଲା ସାଲେପୁର ମ୍ୟୁଜିୟମ୍‌ରୁ ଚୋରି ଘଟଣାରେ ପୋଲିସ୍ ଆଜି ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ, ନୀଳେନ୍ଦ୍ର ସ୍ୱାଇଁ, ରାକେଶ ସ୍ୱାଇଁ ଓ ଦୁର୍ଗାପ୍ରସାଦ ରାଓ। ସେମାନେ ସମସ୍ତେ ସାଲେପୁର ବ୍ଲକ୍ ବାଲିସାହି ଅଞ୍ଚଳର। ସେମାନଙ୍କଠାରୁ ମ୍ୟୁଜିୟମରୁ ଚୋରି ହୋଇଥିବା ସମସ୍ତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସେଗୁଡ଼ିକ ମଧ୍ୟରେ ରହିଛି ୫ଟି ଖଣ୍ଡା, ୨ଟି ବର୍ଚ୍ଛା ଓ ଗୋଟିଏ ପୁରାତନ ବନ୍ଧୁକ। ଏହା ସହିତ ସେମାନଙ୍କଠାରୁ ଗୋଟିଏ ପ୍ରିଣ୍ଟର, ଗୋଟିଏ […]

thieves

Rakesh Mallick
  • Published: Sunday, 31 July 2016
  • , Updated: 31 July 2016, 01:06 PM IST

କଟକ: କଟକ ଜିଲ୍ଲା ସାଲେପୁର ମ୍ୟୁଜିୟମ୍‌ରୁ ଚୋରି ଘଟଣାରେ ପୋଲିସ୍ ଆଜି ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ, ନୀଳେନ୍ଦ୍ର ସ୍ୱାଇଁ, ରାକେଶ ସ୍ୱାଇଁ ଓ ଦୁର୍ଗାପ୍ରସାଦ ରାଓ। ସେମାନେ ସମସ୍ତେ ସାଲେପୁର ବ୍ଲକ୍ ବାଲିସାହି ଅଞ୍ଚଳର। ସେମାନଙ୍କଠାରୁ ମ୍ୟୁଜିୟମରୁ ଚୋରି ହୋଇଥିବା ସମସ୍ତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସେଗୁଡ଼ିକ ମଧ୍ୟରେ ରହିଛି ୫ଟି ଖଣ୍ଡା, ୨ଟି ବର୍ଚ୍ଛା ଓ ଗୋଟିଏ ପୁରାତନ ବନ୍ଧୁକ। ଏହା ସହିତ ସେମାନଙ୍କଠାରୁ ଗୋଟିଏ ପ୍ରିଣ୍ଟର, ଗୋଟିଏ ମନିଟର,୧୬ଟି ମୋବାଇଲ୍ ଓ ୫ଟି  ସୁନା ମୁଦି ଜବତ କରାଯାଇଛି।

Related story