ସମୃଦ୍ଧ ଜୀବନ ଫୁଡ୍ସ ଇଣ୍ଡିଆ ଲିମିଟେଡ୍‌ କର୍ମଚାରୀଙ୍କ ଘରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର: ଆଜି ସକାଳେ ସିବିଆଇର ଏକ ୪ ଜଣିଆ ଟିମ୍‌ ଚିଟ୍‌ଫଣ୍ଡ ସଂସ୍ଥା ସମୃଦ୍ଧ ଜୀବନ ଫୁଡ୍ସ ଇଣ୍ଡିଆ ଲିମିଟେଡ୍‌ କର୍ମଚାରୀ ମାଧବଚନ୍ଦ୍ର ରାଉତଙ୍କ ଘରେ ଚଢ଼ାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛି। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବାଜିପୁରା ଗ୍ରାମ ସ୍ଥିତ ଘରେ ଏହି ଚଢ଼ାଉ ହୋଇଥିଲା। ଏହି ସମୟରେ ରାଉତଙ୍କ ଘର ଆଗରେ ବହୁ ସଂଖ୍ୟକ ଜମାକାରୀ ଭିଡ଼ ଜମାଇଥିଲେ।

CBI

Rakesh Mallick
  • Published: Monday, 22 August 2016
  • , Updated: 22 August 2016, 08:22 PM IST

ଭୁବନେଶ୍ୱର: ଆଜି ସକାଳେ ସିବିଆଇର ଏକ ୪ ଜଣିଆ ଟିମ୍‌ ଚିଟ୍‌ଫଣ୍ଡ ସଂସ୍ଥା ସମୃଦ୍ଧ ଜୀବନ ଫୁଡ୍ସ ଇଣ୍ଡିଆ ଲିମିଟେଡ୍‌ କର୍ମଚାରୀ ମାଧବଚନ୍ଦ୍ର ରାଉତଙ୍କ ଘରେ ଚଢ଼ାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛି।

କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବାଜିପୁରା ଗ୍ରାମ ସ୍ଥିତ ଘରେ ଏହି ଚଢ଼ାଉ ହୋଇଥିଲା। ଏହି ସମୟରେ ରାଉତଙ୍କ ଘର ଆଗରେ ବହୁ ସଂଖ୍ୟକ ଜମାକାରୀ ଭିଡ଼ ଜମାଇଥିଲେ।

Related story