ସାରଥିଙ୍କ ବିରୋଧରେ ବିବାଦୀୟ ଯୁବତୀଙ୍କ ମାମଲା ସ୍ୱତନ୍ତ୍ର କୋର୍ଟକୁ ସ୍ଥାନାନ୍ତର

କଟକ: ସାରଥିଙ୍କ ବିରୋଧରେ ବିବାଦୀୟ ଯୁବତୀ ଦାୟର କରିଥିବା ମାମଲାକୁ ବିଚାର ପାଇଁ ସ୍ୱତନ୍ତ୍ର ଏସ୍‌ସି/ଏସ୍‌ଟି କୋର୍ଟକୁ ସ୍ଥାନାନ୍ତର କରାଯାଇଛି। ଏଥିପାଇଁ ଆଜି କଡ଼ା ସୁରକ୍ଷା ମଧ୍ୟରେ ସାରଥିଙ୍କୁ କଟକ ଏସ୍‌ଡିଜିଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଏହି ମାମଲାରେ ସହ ଅଭିଯୁକ୍ତ ଅନ୍ୟ ଦୁଇ ମହିଳା ମଧ୍ୟ କୋର୍ଟରେ ହାଜର ହୋଇଥିଲେ। ବିବାଦୀୟ ଯୁବତୀ ଦାୟର କରିଥିବା ମାମଲାରେ ସଂରକ୍ଷିତ ଜାତି ଓ ଜନଜାତି ଆଇନର ଦଫା ଲାଗି ଥିବାରୁ ଏହାର ବିଚାର ସ୍ୱତନ୍ତ୍ର ଅଦାଲତରେ କରାଯିବ। […]

sarathi

Rakesh Mallick
  • Published: Saturday, 17 December 2016
  • , Updated: 17 December 2016, 08:55 PM IST

କଟକ: ସାରଥିଙ୍କ ବିରୋଧରେ ବିବାଦୀୟ ଯୁବତୀ ଦାୟର କରିଥିବା ମାମଲାକୁ ବିଚାର ପାଇଁ ସ୍ୱତନ୍ତ୍ର ଏସ୍‌ସି/ଏସ୍‌ଟି କୋର୍ଟକୁ ସ୍ଥାନାନ୍ତର କରାଯାଇଛି। ଏଥିପାଇଁ ଆଜି କଡ଼ା ସୁରକ୍ଷା ମଧ୍ୟରେ ସାରଥିଙ୍କୁ କଟକ ଏସ୍‌ଡିଜିଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଏହି ମାମଲାରେ ସହ ଅଭିଯୁକ୍ତ ଅନ୍ୟ ଦୁଇ ମହିଳା ମଧ୍ୟ କୋର୍ଟରେ ହାଜର ହୋଇଥିଲେ।

ବିବାଦୀୟ ଯୁବତୀ ଦାୟର କରିଥିବା ମାମଲାରେ ସଂରକ୍ଷିତ ଜାତି ଓ ଜନଜାତି ଆଇନର ଦଫା ଲାଗି ଥିବାରୁ ଏହାର ବିଚାର ସ୍ୱତନ୍ତ୍ର ଅଦାଲତରେ କରାଯିବ। ଆସନ୍ତା ୬ ତାରିଖରେ ସାରଥି ଓ ସହ ଅଭିଯୁକ୍ତଙ୍କୁ ସ୍ୱତନ୍ତ୍ର ଅଦଲାତରେ ହାଜର କରାଯିବ।

Related story