ସେମିଳିଗୁଡ଼ା ସିଡିପିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କୋରାପୁଟ: ସେମିଳିଗୁଡାରେ କାର୍ଯ୍ୟରତ ସମ୍ମନ୍ୱିତ ଶିଶୁ ବିକାଶ ଅଧିକାରୀ ସ୍ନିଗ୍ଧା ମିଶ୍ରଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଜୟପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢାଉ ହୋଇଥିଲା। ଭିଜିଲାନ୍ସ ଅଧିକାରୀମାନେ ସେମିଳିଗୁଡା ସହରର ସତ୍ୟନଗରଠାରେ ଥିବା ତାଙ୍କ କୋଠା ଘରେ କାଗଜପତ୍ର ଯାଞ୍ଚ କରିଛନ୍ତି। ସେହିପରି ଆଉ ଏକ ଟିମ୍‌ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟରେ କାଗଜପତ୍ର ଯାଞ୍ଚ କରିଥିଲେ।

semiliguda

Rakesh Mallick
  • Published: Wednesday, 30 March 2016
  • , Updated: 30 March 2016, 11:17 AM IST

କୋରାପୁଟ: ସେମିଳିଗୁଡାରେ କାର୍ଯ୍ୟରତ ସମ୍ମନ୍ୱିତ ଶିଶୁ ବିକାଶ ଅଧିକାରୀ ସ୍ନିଗ୍ଧା ମିଶ୍ରଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଜୟପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢାଉ ହୋଇଥିଲା।

ଭିଜିଲାନ୍ସ ଅଧିକାରୀମାନେ ସେମିଳିଗୁଡା ସହରର ସତ୍ୟନଗରଠାରେ ଥିବା ତାଙ୍କ କୋଠା ଘରେ କାଗଜପତ୍ର ଯାଞ୍ଚ କରିଛନ୍ତି। ସେହିପରି ଆଉ ଏକ ଟିମ୍‌ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟରେ କାଗଜପତ୍ର ଯାଞ୍ଚ କରିଥିଲେ।

Related story