କଟକ: ସେକ୍ସ ରାକେଟ୍‌ରେ ସଂପୃକ୍ତି ଅଭିଯୋଗରେ ୭ ଗିରଫ

କଟକ:  ସେକ୍ସ ରାକେଟ୍‌ରେ ସଂପୃକ୍ତି ଅଭିଯୋଗରେ ୫ ଜଣ ପୁରୁଷ ଓ ୨ଜଣ ମହିଳାଙ୍କ ସମେତ ୭ ଜଣଙ୍କୁ ପୋଲିସ୍ ଗିରଫ କରିଛି। ଗିରଫ ମହିଳା ଦୁଇ ଜଣ କୋଲକତାର ବୋଲି ଜଣାପଡ଼ିଛି। ବୁଧବାର ମହିଳା ଥାନା ପୋଲିସ ଖବର ପାଇ ସିଡିଏ ସେକ୍ଟର ୧୦ ଅଞ୍ଚଳର ୱାନ୍ ଡି-୭୮ ଘର ଉପରେ  ଚଢ଼ାଉ କରିଥିଲା। ପୋଲିସ୍ ଘଟଣାସ୍ଥଳରୁ ୪ଟି ମୋବାଇଲ୍ ଜତବ କରିଛି ସଂପୃକ୍ତ ଘରର ମାଲିକାଣୀ ପଶ୍ଚିମବଙ୍ଗରୁ ଯୁବତୀଙ୍କୁ ଆଣି ଏଠାରେ ଅନୈତିକ କାର୍ଯ୍ୟରେ […]

giraf

Rakesh Mallick
  • Published: Thursday, 10 March 2016
  • , Updated: 10 March 2016, 07:12 AM IST

କଟକ:  ସେକ୍ସ ରାକେଟ୍‌ରେ ସଂପୃକ୍ତି ଅଭିଯୋଗରେ ୫ ଜଣ ପୁରୁଷ ଓ ୨ଜଣ ମହିଳାଙ୍କ ସମେତ ୭ ଜଣଙ୍କୁ ପୋଲିସ୍ ଗିରଫ କରିଛି। ଗିରଫ ମହିଳା ଦୁଇ ଜଣ କୋଲକତାର ବୋଲି ଜଣାପଡ଼ିଛି। ବୁଧବାର ମହିଳା ଥାନା ପୋଲିସ ଖବର ପାଇ ସିଡିଏ ସେକ୍ଟର ୧୦ ଅଞ୍ଚଳର ୱାନ୍ ଡି-୭୮ ଘର ଉପରେ  ଚଢ଼ାଉ କରିଥିଲା। ପୋଲିସ୍ ଘଟଣାସ୍ଥଳରୁ ୪ଟି ମୋବାଇଲ୍ ଜତବ କରିଛି

ସଂପୃକ୍ତ ଘରର ମାଲିକାଣୀ ପଶ୍ଚିମବଙ୍ଗରୁ ଯୁବତୀଙ୍କୁ ଆଣି ଏଠାରେ ଅନୈତିକ କାର୍ଯ୍ୟରେ ସାମିଲ୍ କରୁଥିବା ପୋଲିସ୍ ପ୍ରାଥମିକ ତଦନ୍ତରୁ ଜାଣିପାରିଛି।

Related story