ନବରଙ୍ଗପୁରରେ ଶିଶୁକୁ ଚେଙ୍କ ଦିଆଯିବା ଘଟଣା: ଦିଶାରୀ ପୁରୁଷୋତ୍ତମ ଘାସି ନାଁରେ ଥାନାରେ ଏତଲା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ କୁଟିପଦର ଗାଁରେ ଏକ ୨୭ ଦିନର ଶିଶୁକୁ ଚେଙ୍କ ଦିଆଯିବା ଘଟଣାରେ ଦିଶାରୀ ପୁରୁଷୋତ୍ତମ ଘାସି ନାଁରେ ଥାନାରେ ମାମଲା ରୁଜୁ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି ମାମଲା ରୁଜୁ ହୋଇଥିବା ଜଣାପଡିଛି। ରୋଗ ଭଲ ଲାଗି ଦିଶାରୀ ଶିଶୁଟିକୁ ଚେଙ୍କ ଦେଇଥିବା ଜଣାପଡିଛି। ଶିଶୁର ମାଆ ରୁକ୍ମିଣୀ କିର୍ସାନୀ ଜଣେ ଅଙ୍ଗନବାଡି କର୍ମୀ। ସେ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀତ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ବୁଝାଉଥିବା ବେଳେ ନିଜ […]

shisuburnt

shisuburnt

Rakesh Mallick
  • Published: Friday, 25 December 2015
  • Updated: 26 December 2015, 02:43 AM IST

Sports

Latest News

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ କୁଟିପଦର ଗାଁରେ ଏକ ୨୭ ଦିନର ଶିଶୁକୁ ଚେଙ୍କ ଦିଆଯିବା ଘଟଣାରେ ଦିଶାରୀ ପୁରୁଷୋତ୍ତମ ଘାସି ନାଁରେ ଥାନାରେ ମାମଲା ରୁଜୁ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି ମାମଲା ରୁଜୁ ହୋଇଥିବା ଜଣାପଡିଛି। ରୋଗ ଭଲ ଲାଗି ଦିଶାରୀ ଶିଶୁଟିକୁ ଚେଙ୍କ ଦେଇଥିବା ଜଣାପଡିଛି। ଶିଶୁର ମାଆ ରୁକ୍ମିଣୀ କିର୍ସାନୀ ଜଣେ ଅଙ୍ଗନବାଡି କର୍ମୀ। ସେ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀତ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ବୁଝାଉଥିବା ବେଳେ ନିଜ ଘର ଲୋକେ ଛୁଆକୁ ଦିଶାରୀ ପାଖକୁ ନେଇ ରୋଗ ଭଲ ଲାଗି ଚେଙ୍କ ଦେବା ଚର୍ଚ୍ଚାର ବିଷୟ ହୋଇଛି। ଏବେ ଶିଶୁଟି ଏସଏନସିୟୁରେ ଚିକିତ୍ସିତ ହେଉଛି।

ଅଙ୍ଗନବାଡ଼ି କର୍ମୀ ରୁକ୍ମିଣୀଙ୍କ ଶିଶୁପୁତ୍ରକୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିଲା। ପେଟ ବି ଫୁଲିଥିଲା। ରୁକ୍ମିଣୀ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିବା ବେଳେ ପରିବାର ଲୋକେ ଶିଶୁର ଚିକିତ୍ସା ପାଇଁ ଦିଶାରୀକୁ ଡକାଇଥିଲେ। ଦିଶାରୀର ପରାମର୍ଶ ଅନୁଯାୟୀ, ଏହି କୋମଳମତି ଶିଶୁର ପେଟସାରା ତତଲା ଲୁହାକଣ୍ଟାରେ ଚେଙ୍କ ଦିଆଯାଇଥିଲା। ଏହାପରେ ତାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଯିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁରେ ଭର୍ତ୍ତି କରାଯାଇଛି। ଏବେ ଶିଶୁଟିର ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

ରୁକ୍ମିଣୀ କହିଛନ୍ତି ଯେ ଘଟଣାଟି ଘଟିବା ବେଳେ ସେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିଲେ। ଚେଙ୍କ ଦିଆଯିବା ସମ୍ପର୍କରେ ସେ ପରେ ଜାଣିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁର ମୁଖ୍ୟ ଡାକ୍ତର ଯୁଗଳ ବେହେରା କହିଛନ୍ତି ଯେ ଶିଶୁଟି ସଂକ୍ରମଣର ଶିକାର ହୋଇଛି। ଚିକିତ୍ସା ଚାଲିଛି, ଶିଶୁଟି ଭଲ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story