ଶ୍ରୀଭୂମି ଚିଟ୍‌ଫଣ୍ଡ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି  ପାଇଁ ସୁପାରିଶ

ଭୁବନେଶ୍ୱର: ଶ୍ରୀଭୂମି  ଗ୍ରୁପ ଚିଟ୍‌ଫଣ୍ଡ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଅର୍ଥବିଭାଗକୁ  ସୁପାରିଶ କରିଛି । ଖୋର୍ଦ୍ଧାରେ ୪୬ ଏକର ଜମି ସହ ୩.୫ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ସଂସ୍ଥା ନାଁରେ ରହିଛି। ଓଡ଼ିଶାରୁ ସଂସ୍ଥା ୫ କୋଟିରୁ  ଅଧିକ ଠକିନେଇଥିବା ଅଭିଯୋଗ ହୋଇଛି।  ସଂସ୍ଥାର ଏମଡି ଶୁଭ୍ରାଂଶୁ ଜେଲରେ ଅଛନ୍ତି।

chitfund

Rakesh Mallick
  • Published: Tuesday, 07 June 2016
  • , Updated: 07 June 2016, 05:25 PM IST

Related story