ସୁବର୍ଣ୍ଣପୁର: ୬ ଜୁଆଡ଼ି କୋର୍ଟ ଚାଲାଣ

ସୋନପୁର: ସୁବର୍ଣ୍ଣପୁର ଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍ ଉଲୁଣ୍ଡା ବ୍ଲକ୍ ବିଶିପଡ଼ା ଅନ୍ତର୍ଗତ କ୍ଷେତିପଡ଼ା ଗ୍ରାମର ଦଶ କ୍ଷେତୀଙ୍କ ଗୁହାଳରେ ଚଢ଼ାଉ କରି ୬ ଜୁଆଡ଼ିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ପୋଲିସ୍ ନଗଦ ୧୫୭୦୦ ଟଙ୍କା, ୫ଟି ମୋବାଇଲ, ୧୩ଟି ବାଇକ୍‌ ଓ ୭ଟି ସାଇକେଲ ଜବତ କରିଛି। ଏ ନେଇ ବୀରମହାରାଜପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି।

subarnapur

Rakesh Mallick
  • Published: Monday, 08 August 2016
  • , Updated: 08 August 2016, 03:28 PM IST

Related story