ସୁନ୍ଦରଗଡ଼: ରେଳ ଧାରଣା କଡ଼ରୁ ଏସଆଇଙ୍କ ମୃତଦେହ  ଉଦ୍ଧାର, ହତ୍ୟା ସନ୍ଦେହ

ସୁନ୍ଦରଗଡ଼: ଧରୁଆଡିହି ଥାନା ଏସଆଇ ଦୁଷ୍ମନ୍ତ ବାଗ୍‌ଙ୍କ ମୃତଦେହ ଆଜି ରେଳ ଧାରଣା କଡ଼ରୁ ଉଦ୍ଧାର କରାଯାଇଛି। ତାଙ୍କର ଗୋଟିଏ ଗୋଡ଼ ପୋଡ଼ିଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି। ଦୁଷ୍ମନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ମଧ୍ୟ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ୍‌ ଘଟଣାର ତଦନ୍ତ  କରୁଛି। ଗତକାଲି ସଂଧ୍ୟାରେ ଦୁଷ୍ମନ୍ତ ଥାନାରେ ଥିଲେ । ତାଙ୍କୁ ରାତିରେ କେହି ଦୁର୍ବୃତ୍ତ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

sudargada

Rakesh Mallick
  • Published: Sunday, 07 August 2016
  • , Updated: 07 August 2016, 07:48 PM IST

ସୁନ୍ଦରଗଡ଼: ଧରୁଆଡିହି ଥାନା ଏସଆଇ ଦୁଷ୍ମନ୍ତ ବାଗ୍‌ଙ୍କ ମୃତଦେହ ଆଜି ରେଳ ଧାରଣା କଡ଼ରୁ ଉଦ୍ଧାର କରାଯାଇଛି। ତାଙ୍କର ଗୋଟିଏ ଗୋଡ଼ ପୋଡ଼ିଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି। ଦୁଷ୍ମନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ମଧ୍ୟ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ୍‌ ଘଟଣାର ତଦନ୍ତ  କରୁଛି।

ଗତକାଲି ସଂଧ୍ୟାରେ ଦୁଷ୍ମନ୍ତ ଥାନାରେ ଥିଲେ । ତାଙ୍କୁ ରାତିରେ କେହି ଦୁର୍ବୃତ୍ତ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

Related story