ସୁନ୍ଦରଗଡ: ରେଞ୍ଜଡା ରେଲୱେ ସାଇଡିଂରେ ଶ୍ରମିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୭ ଆହତ

ସୁନ୍ଦରଗଡ: କୋଇଡା ବ୍ଲକ ରେଞ୍ଜଡା ରେଲୱେ ସାଇଡିଂରେ ଦୁଇ ଶ୍ରମିକ ଗୋଷ୍ଠୀ ମଧ୍ୟରେ ରବିବାର ରାତିରେ ସଂଘର୍ଷ ଘଟି ୭ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତମାନେ ସିଟୁ ସମର୍ଥିତ ଶ୍ରମିକ ବୋଲି ଜଣାପଡିଛି। କିଛିଦିନ ତଳେ ରେଞ୍ଜଡା ଅଞ୍ଚଳରେ ଲୁହାପଥର ମାଟିତଳେ ପୋତାଯାଇ ତାହାକୁ ଚୋରାଚାଲାଣ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ମଧ୍ୟ ଉଚ୍ଚ ଅଧିକାରୀ ତଦନ୍ତ କରିଛନ୍ତି । ତେବେ ଏହି […]

sundargarh

sundargarh

Rakesh Mallick
  • Published: Monday, 26 October 2015
  • Updated: 26 October 2015, 10:00 AM IST

Sports

Latest News

ସୁନ୍ଦରଗଡ: କୋଇଡା ବ୍ଲକ ରେଞ୍ଜଡା ରେଲୱେ ସାଇଡିଂରେ ଦୁଇ ଶ୍ରମିକ ଗୋଷ୍ଠୀ ମଧ୍ୟରେ ରବିବାର ରାତିରେ ସଂଘର୍ଷ ଘଟି ୭ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତମାନେ ସିଟୁ ସମର୍ଥିତ ଶ୍ରମିକ ବୋଲି ଜଣାପଡିଛି। କିଛିଦିନ ତଳେ ରେଞ୍ଜଡା ଅଞ୍ଚଳରେ ଲୁହାପଥର ମାଟିତଳେ ପୋତାଯାଇ ତାହାକୁ ଚୋରାଚାଲାଣ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ମଧ୍ୟ ଉଚ୍ଚ ଅଧିକାରୀ ତଦନ୍ତ କରିଛନ୍ତି । ତେବେ ଏହି ଅଭିଯୋଗ ଆସିବା ପରେ ଦୁଇ ଶ୍ରମିକ ସଙ୍ଗଠନ ମୁହାଁମୁହିଁ ହୋଇଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story