ସୁନ୍ଦରଗଡ଼: ରେଞ୍ଜ ଅଫିସର ଜ୍ଞାନେନ୍ଦ୍ର ଲିନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ତାମଡ଼ା ରେଞ୍ଜ ଅଫିସର ବେଲପାହାଡ଼ ବଦଳି ହୋଇଥିବା ଜ୍ଞାନେନ୍ଦ୍ର ଲିନାଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଜ୍ଞାନେନ୍ଦ୍ରଙ୍କ ଭବାନୀପୁର ଘର ସହ ଭେଡାବାହାଲ ଶ୍ୱଶୁର  ଘର, ଭୁବନେଶ୍ୱର ସ୍ଥିତ ସହିଦନଗର ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି। ଚଢ଼ାଉ ସମୟରେ ୫୦ ଡେସିମିଲି ଜମି ପଟା ସହ  ବ୍ୟାଙ୍କ, ପୋଷ୍ଟ ଅଫିସ, ଏଲଆଇସିରେ ଥିବା ଜମାପୁଞ୍ଜି ଓ ସୁନାଗହଣା ଜବତ କରାଯାଇଛି।   […]

vigilace -chadau

Rakesh Mallick
  • Published: Friday, 24 June 2016
  • , Updated: 24 June 2016, 12:35 PM IST

ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ତାମଡ଼ା ରେଞ୍ଜ ଅଫିସର ବେଲପାହାଡ଼ ବଦଳି ହୋଇଥିବା ଜ୍ଞାନେନ୍ଦ୍ର ଲିନାଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଜ୍ଞାନେନ୍ଦ୍ରଙ୍କ ଭବାନୀପୁର ଘର ସହ ଭେଡାବାହାଲ ଶ୍ୱଶୁର  ଘର, ଭୁବନେଶ୍ୱର ସ୍ଥିତ ସହିଦନଗର ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି। ଚଢ଼ାଉ ସମୟରେ ୫୦ ଡେସିମିଲି ଜମି ପଟା ସହ  ବ୍ୟାଙ୍କ, ପୋଷ୍ଟ ଅଫିସ, ଏଲଆଇସିରେ ଥିବା ଜମାପୁଞ୍ଜି ଓ ସୁନାଗହଣା ଜବତ କରାଯାଇଛି।   ଜ୍ଞାନେନ୍ଦ୍ରଙ୍କ ୨ଟି ଘରର ଆନୁମାନିକ ମୂଲ୍ୟ ଦେଢ଼ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

ଅନ୍ୟପକ୍ଷରେ ଚଢ଼ାଉ ସମୟରେ ଜ୍ଞାନେନ୍ଦ୍ରଙ୍କ ଘରୁ ଦୁଇଟି ହାତୀଦାନ୍ତ ମଧ୍ୟ ଜବତ କରାଯାଇଛି।

Related story