ସୁନ୍ଦରଗଡ଼: ରେଳ ଧାରଣାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ବରସୁଆଁ ନିକଟସ୍ଥ ବନ୍ଧୁକ ଡେରା ରେଳ ଧାରଣାରୁ ଦନ୍ତରା ଗ୍ରାମର ସାମରୀ ମୁଣ୍ଡାଙ୍କ ମୃତଦେହ ଜିଆରପି ଉଦ୍ଧାର କରିଛି। ତାଙ୍କ ଗଳାରେ ଗଭୀର କ୍ଷତ ଚିହ୍ନ ରହିଛି। ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

Sundergarh

Rakesh Mallick
  • Published: Sunday, 25 September 2016
  • , Updated: 25 September 2016, 07:44 PM IST

Related story