ଠକେଇ ଅଭିଯୋଗରେ ଶିଳ୍ପପତିଙ୍କ ପୁଅ ଗିରଫ

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ପୋଲିସ ଏକ ଠକେଇ ଅଭିଯୋଗରେ ଜଣେ ଶିଳ୍ପପତିଙ୍କ ପୁଅକୁ ଗିରଫ କରିଛି । ଗିରଫ ଜଣଙ୍କ ହେଲେ ନୟାଗଡ଼ ଚିନି କଳ ମାଲିକ ତ୍ର୍ୟୈଲୋକ୍ୟ ମିଶ୍ରଙ୍କ ପୁଅ ସବ୍ୟସାଚୀ ମିଶ୍ର। ଅଧିକାରୀ ବ୍ରଦର୍ସ ନାମକ କନଷ୍ଟ୍ରକସନ କମ୍ପାନୀର ପାଉଣା ବାକି ରଖିଥିବା ନେଇ କମ୍ପାନୀ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଆଧାର କରି ସବ୍ୟସାଚୀଙ୍କୁ ଅଟକ ରଖାଯାଇଥିଲା। ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି। ଏ ନେଇ ଅଧିକ ତଦନ୍ତ ଜାରି […]

giraf

giraf

Rakesh Mallick
  • Published: Monday, 26 October 2015
  • Updated: 26 October 2015, 02:09 PM IST

Sports

Latest News

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ପୋଲିସ ଏକ ଠକେଇ ଅଭିଯୋଗରେ ଜଣେ ଶିଳ୍ପପତିଙ୍କ ପୁଅକୁ ଗିରଫ କରିଛି । ଗିରଫ ଜଣଙ୍କ ହେଲେ ନୟାଗଡ଼ ଚିନି କଳ ମାଲିକ ତ୍ର୍ୟୈଲୋକ୍ୟ ମିଶ୍ରଙ୍କ ପୁଅ ସବ୍ୟସାଚୀ ମିଶ୍ର। ଅଧିକାରୀ ବ୍ରଦର୍ସ ନାମକ କନଷ୍ଟ୍ରକସନ କମ୍ପାନୀର ପାଉଣା ବାକି ରଖିଥିବା ନେଇ କମ୍ପାନୀ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଆଧାର କରି ସବ୍ୟସାଚୀଙ୍କୁ ଅଟକ ରଖାଯାଇଥିଲା। ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଥିବା ଭୁବନେଶ୍ୱର ଡିସିପି କହିଛନ୍ତି। ତେବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି ସବ୍ୟସାଚୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story