ଠିକାଦାରି କାମକୁ ନେଇ କଟକ ଡ୍ରେନେଜ ଅଫିସ ଉପରେ ବୋମାମାଡ ଅଭିଯୋଗ

କଟକ: ଗଣ୍ଡରପୁର ଡ୍ରେନେଜ ଅଫିସ ଉପରେ ସୋମବାର ଅପରାହ୍ନରେ ବୋମାମାଡ ହୋଇଥିଲା। ଠିକାଦାରି କାମକୁ ନେଇ ଏହି ବୋମାମାଡ କରାଯାଇଥିବା ସନ୍ଦେହ କରାଯାଉଚ । ଅପରାହ୍ନ ପ୍ରାୟ ୨ଟାରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ଡ୍ରେନେଜ ଅଫିସ ଉପରକୁ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ । ବୋମାଟି ଅଫିସ ଗେଟରେ ମାଡ ହୋଇଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏ ନେଇ ଡ୍ରେନେଜ ବିଭାଗ […]

cuttack

Rakesh Mallick
  • Published: Tuesday, 27 October 2015
  • , Updated: 27 October 2015, 07:44 AM IST

କଟକ: ଗଣ୍ଡରପୁର ଡ୍ରେନେଜ ଅଫିସ ଉପରେ ସୋମବାର ଅପରାହ୍ନରେ ବୋମାମାଡ ହୋଇଥିଲା। ଠିକାଦାରି କାମକୁ ନେଇ ଏହି ବୋମାମାଡ କରାଯାଇଥିବା ସନ୍ଦେହ କରାଯାଉଚ । ଅପରାହ୍ନ ପ୍ରାୟ ୨ଟାରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ଡ୍ରେନେଜ ଅଫିସ ଉପରକୁ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ । ବୋମାଟି ଅଫିସ ଗେଟରେ ମାଡ ହୋଇଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏ ନେଇ ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ସାଗର ଦୁରିଆଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ମୁଖ୍ୟଯନ୍ତ୍ରୀଙ୍କ ରିଭ୍ୟୁ ମିଟିଂ ଚାଲିଥିବା ବେଳେ ବୋମାମାଡ ସମ୍ପର୍କରେ ସୂଚନା ପାଇଥିଲୁ । ଆଗରୁ ଏ ନେଇ ବ୍ୟାରେଜ ଡିଭିଜନ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯିବ ବୋଲି ସେ କହିଛନ୍ତି।

Related story