ଟ୍ରେନିଂ ନାଁରେ ଠକେଇ: ଆସନ୍ତା ୫କୁ ଘୁଞ୍ଚିଲା ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି
ଭୁବନେଶ୍ୱର: ଏସ୍ସି ଏସ୍ଟି ପିଲାଙ୍କୁ ଟ୍ରେନିଂ ଦେବା ନାଁରେ ୮୮ ଲକ୍ଷ ଟଙ୍କା ଠକେଇ ମାମଲାରେ ୪ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି ଆସନ୍ତା ୫ ତାରିଖକୁ ଘୁଞ୍ଚିଲା। ୪ ଅଭିଯୁକ୍ତ ହେଲେ ପୋଲିସ୍ ଏଏସପି ବସନ୍ତ ପ୍ରଧାନ, ଷ୍ଟେନୋ ପ୍ରଚେତ ମିଶ୍ର ଓ ଆକ୍ସିସ୍ କମ୍ପ୍ୟୁଟରର ଚଣ୍ଡି ଚରଣ ପଟ୍ଟନାୟକ ଓ ଆଶୁତୋଷ ମିଶ୍ର। ଘଟଣାର ମୁଖ୍ୟ ଅଭିଯୁକ୍ତ ଆଇପିଏସ୍ ଅଫିସର ଜୟଦୀପ ନାୟକଙ୍କ ରିମାଣ୍ଡ ଅବଧି ଆସନ୍ତାକାଲି ଶେଷ ହେଉଛି।
ଭୁବନେଶ୍ୱର: ଏସ୍ସି ଏସ୍ଟି ପିଲାଙ୍କୁ ଟ୍ରେନିଂ ଦେବା ନାଁରେ ୮୮ ଲକ୍ଷ ଟଙ୍କା ଠକେଇ ମାମଲାରେ ୪ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି ଆସନ୍ତା ୫ ତାରିଖକୁ ଘୁଞ୍ଚିଲା। ୪ ଅଭିଯୁକ୍ତ ହେଲେ ପୋଲିସ୍ ଏଏସପି ବସନ୍ତ ପ୍ରଧାନ, ଷ୍ଟେନୋ ପ୍ରଚେତ ମିଶ୍ର ଓ ଆକ୍ସିସ୍ କମ୍ପ୍ୟୁଟରର ଚଣ୍ଡି ଚରଣ ପଟ୍ଟନାୟକ ଓ ଆଶୁତୋଷ ମିଶ୍ର।
ଘଟଣାର ମୁଖ୍ୟ ଅଭିଯୁକ୍ତ ଆଇପିଏସ୍ ଅଫିସର ଜୟଦୀପ ନାୟକଙ୍କ ରିମାଣ୍ଡ ଅବଧି ଆସନ୍ତାକାଲି ଶେଷ ହେଉଛି।