ଟ୍ରେନିଂ ନାଁରେ ଠକେଇ: ଆସନ୍ତା ୫କୁ ଘୁଞ୍ଚିଲା ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି

ଭୁବନେଶ୍ୱର: ଏସ୍‌ସି ଏସ୍‌ଟି ପିଲାଙ୍କୁ ଟ୍ରେନିଂ ଦେବା ନାଁରେ ୮୮ ଲକ୍ଷ ଟଙ୍କା ଠକେଇ ମାମଲାରେ ୪ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି ଆସନ୍ତା ୫ ତାରିଖକୁ ଘୁଞ୍ଚିଲା। ୪ ଅଭିଯୁକ୍ତ ହେଲେ ପୋଲିସ୍‌ ଏଏସପି ବସନ୍ତ ପ୍ରଧାନ, ଷ୍ଟେନୋ ପ୍ରଚେତ ମିଶ୍ର ଓ ଆକ୍ସିସ୍‌ କମ୍ପ୍ୟୁଟରର ଚଣ୍ଡି ଚରଣ ପଟ୍ଟନାୟକ ଓ ଆଶୁତୋଷ ମିଶ୍ର। ଘଟଣାର ମୁଖ୍ୟ ଅଭିଯୁକ୍ତ ଆଇପିଏସ୍‌  ଅଫିସର ଜୟଦୀପ ନାୟକଙ୍କ ରିମାଣ୍ଡ ଅବଧି ଆସନ୍ତାକାଲି ଶେଷ ହେଉଛି।

police-2

Rakesh Mallick
  • Published: Friday, 29 July 2016
  • , Updated: 29 July 2016, 07:47 PM IST

ଭୁବନେଶ୍ୱର: ଏସ୍‌ସି ଏସ୍‌ଟି ପିଲାଙ୍କୁ ଟ୍ରେନିଂ ଦେବା ନାଁରେ ୮୮ ଲକ୍ଷ ଟଙ୍କା ଠକେଇ ମାମଲାରେ ୪ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି ଆସନ୍ତା ୫ ତାରିଖକୁ ଘୁଞ୍ଚିଲା। ୪ ଅଭିଯୁକ୍ତ ହେଲେ ପୋଲିସ୍‌ ଏଏସପି ବସନ୍ତ ପ୍ରଧାନ, ଷ୍ଟେନୋ ପ୍ରଚେତ ମିଶ୍ର ଓ ଆକ୍ସିସ୍‌ କମ୍ପ୍ୟୁଟରର ଚଣ୍ଡି ଚରଣ ପଟ୍ଟନାୟକ ଓ ଆଶୁତୋଷ ମିଶ୍ର।

ଘଟଣାର ମୁଖ୍ୟ ଅଭିଯୁକ୍ତ ଆଇପିଏସ୍‌  ଅଫିସର ଜୟଦୀପ ନାୟକଙ୍କ ରିମାଣ୍ଡ ଅବଧି ଆସନ୍ତାକାଲି ଶେଷ ହେଉଛି।

Related story