କୋଲକାତା ୟୁନିମାସ୍‌ ଠକି ନେଇଛି ୨ କୋଟି, ଏସ୍‌ପିଙ୍କୁ ଭେଟିଲେ ଜମାକାରୀ

ବ୍ରହ୍ମପୁର: କୋଲକାତା ୟୁନିମାସ୍‌ ଡେଭଲପର୍ସଲି ଲିମିଟେଡ୍‌ ଚିଟ୍‌ଫଣ୍ଡ ସଂସ୍ଥା ବ୍ରହ୍ମପୁରରେ ଶାଖା ଖୋଲି ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛନ୍ତି। ଜମା ଟଙ୍କା ଫେରିପାଇବା ପାଇଁ ଆଜି କ୍ଷତିଗ୍ରସ୍ତମାନେ ଗଞ୍ଜାମ ଏସ୍‌ପିଙ୍କୁ ଭେଟି ନିବେଦନ କରିଛନ୍ତି। ୨୦୧୧ ମସିହାରେ ୟୁନିମାସ୍‌ ଚିଟ୍‌ଫଣ୍ଡ ସଂସ୍ଥା ବ୍ରହ୍ମପୁରରେ ଶାଖା ଖୋଲିଥିଲା। ଏଥିରେ ସାନଖେମୁଣ୍ଡି ବ୍ଲକର ପାଟପୁର, ଏରେଡ୍ରା, ଡେଙ୍ଗଡି, ପଥରପୁଞ୍ଜି, ଲେଙ୍କାଖାଲି, ବାଇଶିଫଳ, କଙ୍କରଡ଼ା ଗାଁର ବହୁ ଗରିବ ଲୋକ ଟଙ୍କା ଜମି ରଖିଥିଲେ। ସଂସ୍ଥାର […]

unimas-chitfund

Rakesh Mallick
  • Published: Saturday, 10 September 2016
  • , Updated: 10 September 2016, 06:51 PM IST

ବ୍ରହ୍ମପୁର: କୋଲକାତା ୟୁନିମାସ୍‌ ଡେଭଲପର୍ସଲି ଲିମିଟେଡ୍‌ ଚିଟ୍‌ଫଣ୍ଡ ସଂସ୍ଥା ବ୍ରହ୍ମପୁରରେ ଶାଖା ଖୋଲି ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛନ୍ତି। ଜମା ଟଙ୍କା ଫେରିପାଇବା ପାଇଁ ଆଜି କ୍ଷତିଗ୍ରସ୍ତମାନେ ଗଞ୍ଜାମ ଏସ୍‌ପିଙ୍କୁ ଭେଟି ନିବେଦନ କରିଛନ୍ତି।

୨୦୧୧ ମସିହାରେ ୟୁନିମାସ୍‌ ଚିଟ୍‌ଫଣ୍ଡ ସଂସ୍ଥା ବ୍ରହ୍ମପୁରରେ ଶାଖା ଖୋଲିଥିଲା। ଏଥିରେ ସାନଖେମୁଣ୍ଡି ବ୍ଲକର ପାଟପୁର, ଏରେଡ୍ରା, ଡେଙ୍ଗଡି, ପଥରପୁଞ୍ଜି, ଲେଙ୍କାଖାଲି, ବାଇଶିଫଳ, କଙ୍କରଡ଼ା ଗାଁର ବହୁ ଗରିବ ଲୋକ ଟଙ୍କା ଜମି ରଖିଥିଲେ। ସଂସ୍ଥାର ଅଧିକାରୀମାନେ ଫେରାର ହୋଇଯାଇଥିବାରୁ ଜମା ଟଙ୍କା ଫେରିପାଇବା ଜମାକାରୀମାନେ ନାହିଁ ନ ଥିବା ଅସୁବିଧାରେ ପଡ଼ୁଛନ୍ତି।

Related story