ଭିଜିଲାନ୍ସ ଜାଲରେ ବାଲିକୁଦା ତହସିଲ କିରାଣି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲର କିରାଣି ପ୍ରାଣକୃଷ୍ଣ ନାୟକ ୩୯୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ପ୍ରାଣକୃଷ୍ଣଙ୍କଠାରୁ ରାସାୟନିକ ଦ୍ରବ୍ୟ ବୋଳା ଟଙ୍କା ଜବତ କରିବା ସହିତ ତାଙ୍କ କାର୍ଯ୍ୟାଳୟ ଓ ପୈତୃକ ଘରେ ଚଢ଼ାଉ କରିଛନ୍ତି। ଅରିଲୋ ଗାଁର ଜନୈକ ବ୍ୟକ୍ତିଙ୍କୁ ଜମିପଟ୍ଟା ଦେବା ପାଇଁ ପ୍ରାଣକୃଷ୍ଣ ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ।

vigilance-arrest-clerk

vigilance-arrest-clerk

Rakesh Mallick
  • Published: Thursday, 01 December 2016
  • Updated: 01 December 2016, 06:05 PM IST

Sports

Latest News

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲର କିରାଣି ପ୍ରାଣକୃଷ୍ଣ ନାୟକ ୩୯୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ପ୍ରାଣକୃଷ୍ଣଙ୍କଠାରୁ ରାସାୟନିକ ଦ୍ରବ୍ୟ ବୋଳା ଟଙ୍କା ଜବତ କରିବା ସହିତ ତାଙ୍କ କାର୍ଯ୍ୟାଳୟ ଓ ପୈତୃକ ଘରେ ଚଢ଼ାଉ କରିଛନ୍ତି।

ଅରିଲୋ ଗାଁର ଜନୈକ ବ୍ୟକ୍ତିଙ୍କୁ ଜମିପଟ୍ଟା ଦେବା ପାଇଁ ପ୍ରାଣକୃଷ୍ଣ ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos