୫ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ନରସିଂହପୁର ଥାନା ଆଇଆଇସି

କଟକ: ଜମିଜମା ସଂକ୍ରାନ୍ତୀୟ ଏକ ମାମଲାର ଫଇସଲା ପାଇଁ ଜଣେ ଭିଜିଲାନ୍ସ କନେଷ୍ଟବଲଙ୍କଠାରୁ ନରସିଂହପୁର ଥାନା ଆଇଆଇସି ହରମୋହନ ନାୟକ ୫ ହଜାର ଲାଞ୍ଚ ନେଉଥିବା ବେଳେ  ଗତକାଲି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କ ନରସିଂହପୁର ସ୍ଥିତ ସରକାରୀ ବାସଭବନ ଓ ଢେଙ୍କାନାଳ ମହିଷାପାଟ ସ୍ଥିତ ନିଜସ୍ୱ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ସେଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ଜଣାପଡ଼ିଛି।

giraf

Rakesh Mallick
  • Published: Friday, 19 August 2016
  • , Updated: 19 August 2016, 10:17 AM IST

Related story