ନିର୍ବାହୀଯନ୍ତ୍ରୀ କାର୍ଯ୍ୟାଳୟର ଅଡିଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଆୟ ବହିର୍ଭୂତ ଠୁଳ ଅଭିଯୋଗରେ ଭୁବନେଶ୍ୱର ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟର ଅଡିଟର ପ୍ରସନ୍ନ କୁମାର ନନ୍ଦଙ୍କ ଘରେ  ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରସନ୍ନଙ୍କ କାର୍ଯ୍ୟାଳୟ ଓ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। ଶିଶୁପାଳଗଡ଼, ନୂଆଗାଁ ଘର ଓ ବ୍ୟବସାୟୀ ପ୍ରତିଷ୍ଠାନରେ ଏହି ଚଢ଼ାଉ ଚାଲିଛି।

vigilace

Rakesh Mallick
  • Published: Friday, 23 December 2016
  • , Updated: 23 December 2016, 03:11 PM IST

ଭୁବନେଶ୍ୱର: ଆୟ ବହିର୍ଭୂତ ଠୁଳ ଅଭିଯୋଗରେ ଭୁବନେଶ୍ୱର ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟର ଅଡିଟର ପ୍ରସନ୍ନ କୁମାର ନନ୍ଦଙ୍କ ଘରେ  ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରସନ୍ନଙ୍କ କାର୍ଯ୍ୟାଳୟ ଓ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।

ଶିଶୁପାଳଗଡ଼, ନୂଆଗାଁ ଘର ଓ ବ୍ୟବସାୟୀ ପ୍ରତିଷ୍ଠାନରେ ଏହି ଚଢ଼ାଉ ଚାଲିଛି।

Related story