କାହିଁକି ବାର ଆସିଥିଲେ ଯୁବତୀ ?

  • Published: Monday, 07 August 2023
  • , Updated: 07 August 2023, 10:59 AM IST

ରୁମ ନମ୍ବର ୨୦୫। ସମୟ ରାତି ୩ଟା୨୦ ମିନିଟ। ଲକ୍ଷ୍ମୀ ସାଗର ଦିପାଲୀ ଲଜକୁ ଆସିଥିଲେ ଜଣେ ଯୁବତୀ। ଲକ୍ଷ୍ମୀସାଗରରେ ଥିବା ଦୀପାଲି ବାର୍ ଓ ଲଜକୁ ଆସିଥିଲେ ଆଉ ନାଁ ଏଣ୍ଟ୍ରି କରି ନିଜ ରୁମକୁ ଯାଇଥିଲେ। । ବାସ ଏହାର ମାତ୍ର କେଇଘଣ୍ଟା ପରେ ରୁମରୁ ବାହାରିଲା ମୃତଦେହ।

Related story