ଆଗକୁ ମହାଳୟା: ପୁରୀ ମାର୍କଣ୍ଡ ତୀର୍ଥ ପୁଷ୍କରଣୀରେ ପିତୃପୁରୁଷଙ୍କୁ ତର୍ପଣ କରିବାକୁ ଭିଡ

ପୁରୀ: ଆଗକୁ ଆସୁଛି ପବିତ୍ର ମହାଳୟା ଅମାବାସ୍ୟା । ଏହା ପୂର୍ବରୁ ଆଶ୍ୱିନ ମାସ ପ୍ରତିପଦାଠାରୁ ଆରମ୍ଭ ହୋଇଛି ଅପରପକ୍ଷ । ଏହି ଅବସରରେ ୧୫ ଦିନ ଧରି ପିତୃପୁରୁଷଙ୍କୁ ତର୍ପଣ କରିବାର ପରମ୍ପରା ରହିଛି। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀର ମାର୍କଣ୍ଡ ତୀର୍ଥ ପୁଷ୍କରିଣୀରେ ପ୍ରତ୍ୟହ ଭିଡ଼ ଜମୁଛି। ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ମାର୍କଣ୍ଡ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ପିତୃ ତର୍ପଣ, ଦେବ ତର୍ପଣ, ଋଷି ତର୍ପଣ ଆଦି କରୁଛନ୍ତି। ଆସନ୍ତା ମହାଳାୟା ଅମାବାସ୍ୟା ପର୍ଯ୍ୟନ୍ତ […]

puri

puri

Rakesh Mallick
  • Published: Friday, 02 October 2015
  • Updated: 02 October 2015, 04:29 PM IST

Sports

Latest News

ପୁରୀ: ଆଗକୁ ଆସୁଛି ପବିତ୍ର ମହାଳୟା ଅମାବାସ୍ୟା । ଏହା ପୂର୍ବରୁ ଆଶ୍ୱିନ ମାସ ପ୍ରତିପଦାଠାରୁ ଆରମ୍ଭ ହୋଇଛି ଅପରପକ୍ଷ । ଏହି ଅବସରରେ ୧୫ ଦିନ ଧରି ପିତୃପୁରୁଷଙ୍କୁ ତର୍ପଣ କରିବାର ପରମ୍ପରା ରହିଛି। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀର ମାର୍କଣ୍ଡ ତୀର୍ଥ ପୁଷ୍କରିଣୀରେ ପ୍ରତ୍ୟହ ଭିଡ଼ ଜମୁଛି। ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ମାର୍କଣ୍ଡ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ପିତୃ ତର୍ପଣ, ଦେବ ତର୍ପଣ, ଋଷି ତର୍ପଣ ଆଦି କରୁଛନ୍ତି। ଆସନ୍ତା ମହାଳାୟା ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ ଧରି ଏହି ତର୍ପଣ ଚାଲିବ। ବିଶ୍ୱାସ ରହିଛି ଅପରପକ୍ଷ ସମୟରେ ପିତୃପୁରୁଷଙ୍କୁ ଜଳଦାନ କଲେ ପରିବାରର ମଙ୍ଗଳ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story