କଟକ ବାଲିଯାତ୍ରାର ଆଜି ଶେଷ ଦିନ: ଉଦଯାପନୀ ସନ୍ଧ୍ୟାରେ ଲକ୍ଷାଧିକ ଲୋକଙ୍କ ସମାଗମ ସମ୍ଭାବନା

କଟକ:  କଟକ ବାଲିଯାତ୍ରାର ଆଜି ଶେଷ ଦିନ।  ୮ ଦିନର ଗହଳି ଚହଳି, କିଣା ବିକା ଓ ବୁଲାବୁଲି ମଉଜର ଶେଷ ଦିନ। ଯାତ୍ରା ସରି ଆସୁଥିବାରୁ ବାଲିଯାତ୍ରା ପଡ଼ିଆରେ ଦର୍ଶକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଉଦଯାପନୀ ସନ୍ଧ୍ୟାରେ ଲକ୍ଷାଧିକ ଲୋକଙ୍କ ସମାଗମ ସମ୍ଭାବନା ରହିଛି। ଲୋକେ କିଣାକିଣି, ଖିଆପିଆ ଆଉ ବୁଲାବୁଲି ସାଙ୍ଗକୁ ନାଚ ଗୀତର ବେଶ ମଜା ନେଉଛନ୍ତି।

bali

Rakesh Mallick
  • Published: Wednesday, 02 December 2015
  • , Updated: 02 December 2015, 04:37 AM IST

Related story