ଅନୁଗୋଳ: ଡେରଜାଙ୍ଗରେ ପ୍ରସାଦ ଖାଇ ୫୦ରୁ ଅଧିକ ଅସୁସ୍ଥ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଡେରଜାଙ୍ଗ ଗାଁରେ ଠାକୁରାଣୀଙ୍କ ପ୍ରସାଦ ଖାଇ ୫୦ରୁ ଅଧିକ ଅସୁସ୍ଥ ହୋଇ ପଡିଥିଲେ। ଫଳରେ ସେମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରସାଦ ପ୍ରସ୍ତୁତିରେ ବିଷକ୍ରିୟା ଯୋଗୁଁ ଏପରି ହୋଇଥିବା ସନ୍ଦେହ କରାଯାଉଛି। ତେବେ ପରୀକ୍ଷା ପରେ ଅସୁସ୍ଥତାର କାରଣ ଜଣାପଡ଼ିବ ବୋଲି ସହକାରୀ ଜିଲ୍ଲା ଚିକିତ୍ସା ଅଧିକାରୀ କହିଛନ୍ତି।

anugul

Rakesh Mallick
  • Published: Friday, 25 September 2015
  • , Updated: 25 September 2015, 04:12 AM IST

Related story