ଆସନ୍ତାକାଲି ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ମାଲକାନଗିରି ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବା ସହ କିଛି ଯୋଜନାର ଶୁଭାରମ୍ଭ କରିବେ। ଏହାସହ ଜିଲ୍ଲାରେ ଜପାନୀ ଜ୍ୱର ପ୍ରତିକାର ଲାଗି ନିଆଯାଇଥିବା ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଂଗ୍ରେସ ଓ ବିଜେପି ଆସନ୍ତାକାଲି ମାଲକାନଗିରି ବନ୍ଦ ଡାକରା ଦେଇଛନ୍ତି। ଏହାକୁ ନେଇ […]

naveen-pattanik

naveen-pattanik

Rakesh Mallick
  • Published: Friday, 23 December 2016
  • Updated: 23 December 2016, 02:57 PM IST

Sports

Latest News

ମାଲକାନଗିରି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ମାଲକାନଗିରି ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବା ସହ କିଛି ଯୋଜନାର ଶୁଭାରମ୍ଭ କରିବେ।

ଏହାସହ ଜିଲ୍ଲାରେ ଜପାନୀ ଜ୍ୱର ପ୍ରତିକାର ଲାଗି ନିଆଯାଇଥିବା ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଂଗ୍ରେସ ଓ ବିଜେପି ଆସନ୍ତାକାଲି ମାଲକାନଗିରି ବନ୍ଦ ଡାକରା ଦେଇଛନ୍ତି। ଏହାକୁ ନେଇ ମାଲକାନଗିରିରେ ରାଜନୀତି ସରଗରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story