ଆସ୍କା: ବିଦ୍ୟୁତ୍ ସବଷ୍ଟେସନ୍ ଫଳକ ଉପାଡି ହଳ ବୁଲାଇଲେ ଗ୍ରାମବାସୀ

ଆସ୍କା: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଭେଟନଇ ପଞ୍ଚାୟତରେ ଶୁଭ ଦିଆଯାଇଥିବା ବିଦ୍ୟୁତ୍ ସବଷ୍ଟେସନ୍ ଫଳକ ଉପାଡି ଗାଁ ଲୋକେ ଆଜି ସେଠାରେ ହଳ ବୁଲାଇଛନ୍ତି। ଏଠାରେ ରହୁଥିବା ୬୦ଟି ହରିଜନ ପରିବାର କହିଛନ୍ତି ଯେ ଏହି ଜାଗା ସେମାନଙ୍କ ପୂର୍ବପୁରୁଷଙ୍କର। ତେଣୁ ସେମାନେ ଏହି ଜାଗାକୁ ବିଦ୍ୟୁତ୍ ସବଷ୍ଟେସନ୍ ନିର୍ମାଣ ପାଇଁ  ଛାଡିବୁ ନାହିଁ। ଅନ୍ୟପଟେ ଏହି ସ୍ଥାନରେ କୃଷ୍ଣସାର ମୃଗ ଅବାଧରେ ବିଚରଣ କରୁଥିବାରୁ ସେଠାରେ ବିଦ୍ୟୁତ୍ ସବଷ୍ଟେସନ୍ ସ୍ଥାପନକୁ ଗଞ୍ଜାମ ଜିଲା କୃଷ୍ଣସାର […]

aska

aska

Rakesh Mallick
  • Published: Monday, 24 August 2015
  • Updated: 24 August 2015, 11:36 AM IST

Sports

Latest News

ଆସ୍କା: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଭେଟନଇ ପଞ୍ଚାୟତରେ ଶୁଭ ଦିଆଯାଇଥିବା ବିଦ୍ୟୁତ୍ ସବଷ୍ଟେସନ୍ ଫଳକ ଉପାଡି ଗାଁ ଲୋକେ ଆଜି ସେଠାରେ ହଳ ବୁଲାଇଛନ୍ତି। ଏଠାରେ ରହୁଥିବା ୬୦ଟି ହରିଜନ ପରିବାର କହିଛନ୍ତି ଯେ ଏହି ଜାଗା ସେମାନଙ୍କ ପୂର୍ବପୁରୁଷଙ୍କର। ତେଣୁ ସେମାନେ ଏହି ଜାଗାକୁ ବିଦ୍ୟୁତ୍ ସବଷ୍ଟେସନ୍ ନିର୍ମାଣ ପାଇଁ  ଛାଡିବୁ ନାହିଁ।

ଅନ୍ୟପଟେ ଏହି ସ୍ଥାନରେ କୃଷ୍ଣସାର ମୃଗ ଅବାଧରେ ବିଚରଣ କରୁଥିବାରୁ ସେଠାରେ ବିଦ୍ୟୁତ୍ ସବଷ୍ଟେସନ୍ ସ୍ଥାପନକୁ ଗଞ୍ଜାମ ଜିଲା କୃଷ୍ଣସାର ମୃଗ ସୁରକ୍ଷା ସଂଘ ବିରୋଧ କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story