ବଲାଙ୍ଗିରରେ ମାଓ ପୋଷ୍ଟର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ବିଭିନ୍ନ ଅଞ୍ଚଳରେ ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି। ଜେଲରେ ଥିବା ମାଓବନ୍ଦୀଙ୍କୁ ନ୍ୟାୟ, କମ୍ରେଡମାନଙ୍କୁ ବିନା ସର୍ତ୍ତରେ ଖଲାସ କରିବା ଆଦି ଦାବି ମାଓ ପୋଷ୍ଟରରେ ଉଲ୍ଲେଖ ରହିଛି। ଚଚରାଭଟା, ତେଲେନପାଲି, ଚାଉଳବାଞ୍ଜି, ଧଣ୍ଡାମୁଣ୍ଡା ଓ କର୍ତ୍ତାମାଲ ଅଞ୍ଚଳରେ ଏହି ପୋଷ୍ଟର ଓ ବ୍ୟାନର ସବୁ ଦେଖିବାକୁ ମିଳିଛି। ପୋଲିସ୍ ଏହି ମାଓ ପୋଷ୍ଟର ଓ ବ୍ୟାନରକୁ ଜବତ କରିଛି। ଏଭଳି ମାଓ ପୋଷ୍ଟର ଦେଖି ସ୍ଥାନୀୟ […]

mao poster

Rakesh Mallick
  • Published: Wednesday, 23 March 2016
  • , Updated: 23 March 2016, 09:56 AM IST

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ବିଭିନ୍ନ ଅଞ୍ଚଳରେ ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି। ଜେଲରେ ଥିବା ମାଓବନ୍ଦୀଙ୍କୁ ନ୍ୟାୟ, କମ୍ରେଡମାନଙ୍କୁ ବିନା ସର୍ତ୍ତରେ ଖଲାସ କରିବା ଆଦି ଦାବି ମାଓ ପୋଷ୍ଟରରେ ଉଲ୍ଲେଖ ରହିଛି। ଚଚରାଭଟା, ତେଲେନପାଲି, ଚାଉଳବାଞ୍ଜି, ଧଣ୍ଡାମୁଣ୍ଡା ଓ କର୍ତ୍ତାମାଲ ଅଞ୍ଚଳରେ ଏହି ପୋଷ୍ଟର ଓ ବ୍ୟାନର ସବୁ ଦେଖିବାକୁ ମିଳିଛି। ପୋଲିସ୍ ଏହି ମାଓ ପୋଷ୍ଟର ଓ ବ୍ୟାନରକୁ ଜବତ କରିଛି। ଏଭଳି ମାଓ ପୋଷ୍ଟର ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।

Related story