ବାଲେଶ୍ୱର: ରମାଧ ବ୍ରହ୍ମପୁର ସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମରେ କ୍ରାଇମବ୍ରାଞ୍ଚ ଟିମ୍

ବାଲେଶ୍ୱର:  ବାଲେଶ୍ୱର ଜିଲ୍ଲା ରମାଧ ବ୍ରହ୍ମପୁର ସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମରେ ସୋମବାର କ୍ରାଇମବ୍ରାଞ୍ଚର ୩ ଜଣିଆ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କ୍ରାଇମବ୍ରାଞ୍ଚ ଡିଏସପି ଏମ.ବି କିଶାନଙ୍କ ନେତୃତ୍ୱରେ ଇନସପେକ୍ଟର କେ.ସି ମହାନ୍ତି ଏବଂ ଏଏସ୍ଆଇ ଦୀପକ ସାହୁ ଜମି ବାବଦରେ ଖୋଳତାଡ଼ କରିଛନ୍ତି। ସୋମନାଥ ରାଉତ, ରତିକାନ୍ତ ରାଉତ, ଗୋବିନ୍ଦ ଭୋଇ, ବାଳକୃଷ୍ଣ ପାତ୍ର ପ୍ରମୁଖ ଜଗନ୍ନାଥ ମନ୍ଦିର ପାଇଁ ଜମିଦାନ କରିଥିଲେ। କିନ୍ତୁ ଏହି ଜମି ସୁର ବାବା ଟ୍ରଷ୍ଟ ନାମରେ […]

achutha-asrama

Rakesh Mallick
  • Published: Tuesday, 15 September 2015
  • , Updated: 15 September 2015, 02:41 AM IST

ବାଲେଶ୍ୱର:  ବାଲେଶ୍ୱର ଜିଲ୍ଲା ରମାଧ ବ୍ରହ୍ମପୁର ସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମରେ ସୋମବାର କ୍ରାଇମବ୍ରାଞ୍ଚର ୩ ଜଣିଆ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କ୍ରାଇମବ୍ରାଞ୍ଚ ଡିଏସପି ଏମ.ବି କିଶାନଙ୍କ ନେତୃତ୍ୱରେ ଇନସପେକ୍ଟର କେ.ସି ମହାନ୍ତି ଏବଂ ଏଏସ୍ଆଇ ଦୀପକ ସାହୁ ଜମି ବାବଦରେ ଖୋଳତାଡ଼ କରିଛନ୍ତି। ସୋମନାଥ ରାଉତ, ରତିକାନ୍ତ ରାଉତ, ଗୋବିନ୍ଦ ଭୋଇ, ବାଳକୃଷ୍ଣ ପାତ୍ର ପ୍ରମୁଖ ଜଗନ୍ନାଥ ମନ୍ଦିର ପାଇଁ ଜମିଦାନ କରିଥିଲେ। କିନ୍ତୁ ଏହି ଜମି ସୁର ବାବା ଟ୍ରଷ୍ଟ ନାମରେ ଥିବାରୁ ଜାଲିଆତି ହୋଇଥିବା ଦର୍ଶାଇ ଜମି ଫେରାଇ ଦେବାକୁ ଜମିଦାତାମାନେ ଦାବି କରିଛନ୍ତି। ସେହିପରି କେତେକ ମହିଳାଙ୍କୁ ମଧ୍ୟ କିଛି ଅର୍ଥ ଓ ଶାଢ଼ୀ ଦେଇ ଜମି ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏନେଇ କ୍ରାଇମବ୍ରାଞ୍ଚ ଟିମ ଖୋଳତାଡ଼ କରୁଛି।

Related story