ବାଲେଶ୍ୱର: ଖାଦ୍ୟ ସୁରକ୍ଷା ଅନିୟମିତତା ନେଇ ବିକ୍ଷୋଭ ବେଳେ ରେମୁଣା ବିଧାୟକ ଗିରଫ

ବାଲେଶ୍ୱର:ବାଲେଶ୍ୱର ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ପୋଲିସ ଆଜି ଗିରଫ କରିଛି। ଖାଦ୍ୟ ସୁରକ୍ଷା ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗରେ ବିଜେପିର ବିକ୍ଷୋଭ ବେଳେ ତାଙ୍କୁ ଗିରଫ କରାଯାଇଛି। ଆଜି ବାଲେଶ୍ୱର ଗାନ୍ଧିସ୍ମୃତି ଭବନରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ପିଡିଏସ୍ ସାମଗ୍ରୀ ପାଇଁ ଉପଭୋକ୍ତାଙ୍କୁ ରାସନ କାର୍ଡ ବଣ୍ଟନ କରିଛନ୍ତି। ତେବେ ହିତାଧିକାରୀ ଚୟନକୁ ନେଇ ଏଠାରେ ବିବାଦ ଉପୁଜିଥିଲା। ଏହାକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ବେଳେ […]

giraf

giraf

Rakesh Mallick
  • Published: Thursday, 29 October 2015
  • Updated: 29 October 2015, 09:20 AM IST

Sports

Latest News

ବାଲେଶ୍ୱର:ବାଲେଶ୍ୱର ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ପୋଲିସ ଆଜି ଗିରଫ କରିଛି। ଖାଦ୍ୟ ସୁରକ୍ଷା ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗରେ ବିଜେପିର ବିକ୍ଷୋଭ ବେଳେ ତାଙ୍କୁ ଗିରଫ କରାଯାଇଛି। ଆଜି ବାଲେଶ୍ୱର ଗାନ୍ଧିସ୍ମୃତି ଭବନରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ପିଡିଏସ୍ ସାମଗ୍ରୀ ପାଇଁ ଉପଭୋକ୍ତାଙ୍କୁ ରାସନ କାର୍ଡ ବଣ୍ଟନ କରିଛନ୍ତି। ତେବେ ହିତାଧିକାରୀ ଚୟନକୁ ନେଇ ଏଠାରେ ବିବାଦ ଉପୁଜିଥିଲା। ଏହାକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ବେଳେ ରେମୁଣା ବିଧାୟକଙ୍କ ସମେତ ଜିଲ୍ଲା ବିଜେପିର ଶତାଧିକ କର୍ମୀଙ୍କୁ ପୋଲିସ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story