ବରଗଡ଼ ଗୋଡ଼ଭଗା ରେଳ ଲାଇନ୍‌ରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର

ବରଗଡ଼: ବରଗଡ଼ରୁ ଦୁଇ ଜଣ ଯୁବକ, ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗୋଡ଼ଭଗା ରେଳ ଲାଇନ୍ କଡ଼ରୁ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ମୃତ ଯୁବତୀ ଜଣକ ହେଲେ ଭେଡେନ୍ ଡାଲ୍‌ବି ଗାଁର  ଚଞ୍ଚଳା ଜେନା। ତେବେ ମୃତ ଯୁବକଙ୍କ ପରିଚୟ ମିଳି ପାରିନାହିଁ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

death baragada

Rakesh Mallick
  • Published: Tuesday, 15 March 2016
  • , Updated: 15 March 2016, 08:41 AM IST

Related story