ବୌଦ୍ଧ: ବାଉଁଶୁଣୀ ଗାଁରେ ଡାଇରିଆ ଆତଙ୍କ

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଗାଁରେ ଡାଇରିଆ ଆତଙ୍କ ଦେଖାଯାଇଛି। ଗାଁର ବଉଦିଆ ପଡ଼ା ଓ ପୁରୁଣା ବସ୍ତିରେ ଡାଇରିଆରେ ୩00ରୁ ଊର୍ଦ୍ଧ୍ୱ ଲୋକ ରୋଗରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି। ସମସ୍ତଙ୍କୁ ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମହାନଦରୀ ଗାଁକୁ ଯୋଗାଣ ହେଉଥିବା ପାଣି ଓ ଆରଡବ୍ଲ୍ୟୁଏସଏସର ଦୂଷିତ ଜଳ ପାଇଁ ଡାଇରିଆ ବ୍ୟାପିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

dairiya

Rakesh Mallick
  • Published: Sunday, 08 May 2016
  • , Updated: 08 May 2016, 12:25 PM IST

Related story