ବେଲପାହାଡ ଷ୍ଟେଶନରେ ଟ୍ରେନରୁ ଖସିପଡି ପୂର୍ବତନ ଆଇଏଫଏସ ଅଧିକାରୀ ମୃତ

ଝାରସୁଗୁଡ଼ା: ବେଲପାହାଡ଼ ଷ୍ଟେଶନ ନିକଟରେ ଟ୍ରେନରୁ ଖସିପଡ଼ି ଜଣେ ଅବସରପ୍ରାପ୍ତ ଆଇଏଫ୍ଏସ୍ ଅଧିକାରୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ବିଜୟ ବାହାଦୂର ସିଂହ। ଗତକାଲି ରାତିରେ ପୁରୀ-ଯୋଧପୁର ଟ୍ରେନରୁ ସେ ବେଲପାହାଡ଼ ଷ୍ଟେଶନ ନିକଟରେ ଖସି ପଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ୧୯୮୪ ବ୍ୟାଜ ଆଇଏଫ୍ଏସ୍ ବିଜୟ ବାହାଦୁର ସିଂ ଛତିଶଗଡ଼ରେ ପିସିସିଏଫ୍ ପଦରେ ଅବସ୍ଥାପିତ ଥିଲେ। ଦୁଇବର୍ଷ […]

ifs death

Rakesh Mallick
  • Published: Thursday, 15 October 2015
  • , Updated: 15 October 2015, 10:26 AM IST

ଝାରସୁଗୁଡ଼ା: ବେଲପାହାଡ଼ ଷ୍ଟେଶନ ନିକଟରେ ଟ୍ରେନରୁ ଖସିପଡ଼ି ଜଣେ ଅବସରପ୍ରାପ୍ତ ଆଇଏଫ୍ଏସ୍ ଅଧିକାରୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ବିଜୟ ବାହାଦୂର ସିଂହ। ଗତକାଲି ରାତିରେ ପୁରୀ-ଯୋଧପୁର ଟ୍ରେନରୁ ସେ ବେଲପାହାଡ଼ ଷ୍ଟେଶନ ନିକଟରେ ଖସି ପଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ୧୯୮୪ ବ୍ୟାଜ ଆଇଏଫ୍ଏସ୍ ବିଜୟ ବାହାଦୁର ସିଂ ଛତିଶଗଡ଼ରେ ପିସିସିଏଫ୍ ପଦରେ ଅବସ୍ଥାପିତ ଥିଲେ। ଦୁଇବର୍ଷ ହେଲା ସେ ଅବସର ନେଇଥିଲେ। ପରିବାର ସହ ପୁରୀରୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ଘଟଣାସ୍ଥଳରେ ଜିଆରପି ଅଧିକାରୀମାନେ ପହଞ୍ଚି ତଦନ୍ତ କରୁଛନ୍ତି।

Related story