ଭଦ୍ରକ: ବିଷାକ୍ତ ଖାଦ୍ୟ ଖାଇ ୧୮ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

ଭଦ୍ରକ: ଭ୍ରଦକ ଜିଲ୍ଲା କାଉପୁର ପଞ୍ଚାୟତ ଅନ୍ତର୍ଗତ ତୁମ୍ଭାପଦୀ ନୋଡ଼ାଲ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ୧୮ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଭଦ୍ରକ ସଦର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅଗଷ୍ଟ ୧୫ ଉପଲକ୍ଷେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସକାଳେ ପ୍ରସ୍ତୁତ ହୋଇଥିବା ପୁରୀ ଓ ତରକାରୀ ଖାଇଥିଲେ। ପୂର୍ବରାତିରେ ଏହି ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା।

bhadrak

Rakesh Mallick
  • Published: Tuesday, 16 August 2016
  • , Updated: 16 August 2016, 09:29 AM IST

Related story