ଭଞ୍ଜନଗର ଗାଲେରୀଠାରେ ନୂତନ ଫାଣ୍ଡି ଉଦଘାଟିତ

ଭଞ୍ଜନଗର: ଦୀର୍ଘ ୭ ବର୍ଷ ପରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗାଁ ନିକଟ ଗଲେରୀଠାରେ ଫାଣ୍ଡିର ନୂତନ କୋଠାକୁ ଏସପି ନୁସିଂହ ଭୋଳା ଏହାକୁ ଉଦଘାଟନ କରିଛନ୍ତି। ଫାଣ୍ଡିରେ ଜଣେ ଏଏସଆଇ ଓ ୧୦ ଜଣ କନଷ୍ଟେବଳ ନିଯୁକ୍ତି ହୋଇଛନ୍ତି। ଆଗାମୀ ଦିନରେ ଏହାକୁ ଆହୁରି ଶକ୍ତଶାଳୀ କରାଯିବ ବୋଲି ଏସପି କହିଛନ୍ତି। ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ତରାସିଂ ଥାନା ଗାଲେରୀଠାରେ ଥିବା ପୋଲିସ ଫାଣ୍ଡିକୁ ମାଓବାଦୀମାନେ ୨୦୦୮ରେ ବିସ୍ଫୋରଣ କରି ଉଡାଇ ଦେଇଥିଲେ। […]

b

b

Rakesh Mallick
  • Published: Tuesday, 25 August 2015
  • Updated: 25 August 2015, 03:47 AM IST

Sports

Latest News

ଭଞ୍ଜନଗର: ଦୀର୍ଘ ୭ ବର୍ଷ ପରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗାଁ ନିକଟ ଗଲେରୀଠାରେ ଫାଣ୍ଡିର ନୂତନ କୋଠାକୁ ଏସପି ନୁସିଂହ ଭୋଳା ଏହାକୁ ଉଦଘାଟନ କରିଛନ୍ତି। ଫାଣ୍ଡିରେ ଜଣେ ଏଏସଆଇ ଓ ୧୦ ଜଣ କନଷ୍ଟେବଳ ନିଯୁକ୍ତି ହୋଇଛନ୍ତି। ଆଗାମୀ ଦିନରେ ଏହାକୁ ଆହୁରି ଶକ୍ତଶାଳୀ କରାଯିବ ବୋଲି ଏସପି କହିଛନ୍ତି। ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ତରାସିଂ ଥାନା ଗାଲେରୀଠାରେ ଥିବା ପୋଲିସ ଫାଣ୍ଡିକୁ ମାଓବାଦୀମାନେ ୨୦୦୮ରେ ବିସ୍ଫୋରଣ କରି ଉଡାଇ ଦେଇଥିଲେ। ସେବେଠାରୁ ସେଠାରେ ଫାଣ୍ଡି ବନ୍ଦ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story